ବ୍ରହ୍ମପୁର: କାନ୍ଥ ଭୁଷୁଡି ୪ ଶିଶୁ ମୃତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଉମାପଞ୍ଚାୟତ କଳାଯମୁନା ଗାଁରେ କାନ୍ଥ ଭୁଷୁଡି ଚାରି ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ପୁରୁଷତ୍ତମ ମଲ୍ଲିକ ନାମକ ଜଣଙ୍କ ମାଟିଘର କାମ ଚାଲିଥିବା ସମୟରେ ସେହି ଜାଗାରେ ଚାରି ଜଣ ଶିଶୁ ଖେଳୁଥିଲେ। ହଠାତ୍ ମାଟିକାନ୍ଥ ସେମାନଙ୍କ ଉପରେ ପଡିଥିଲା। ଘଟଣା ସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବ୍ରହ୍ମପୁରର ମେଡିକାଲରେ ଆଉ ଜଣେ ପିଲାର ମୃତ୍ୟୁ ହୋଇଥିଲା।ମୁତ୍ୟୁ ଶିଶୁ ହେଉଛନ୍ତି ସଞ୍ଜିବ ସାହୁ, ଶ୍ରାବଣୀ ମଲ୍ଲିକ, ଶେଷଦେବ ମଲ୍ଲିକ ,ନନ୍ଦିନୀ […]

bramapur

Rakesh Mallick
  • Published: Monday, 21 September 2015
  • , Updated: 21 September 2015, 05:50 AM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଉମାପଞ୍ଚାୟତ କଳାଯମୁନା ଗାଁରେ କାନ୍ଥ ଭୁଷୁଡି ଚାରି ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ପୁରୁଷତ୍ତମ ମଲ୍ଲିକ ନାମକ ଜଣଙ୍କ ମାଟିଘର କାମ ଚାଲିଥିବା ସମୟରେ ସେହି ଜାଗାରେ ଚାରି ଜଣ ଶିଶୁ ଖେଳୁଥିଲେ। ହଠାତ୍ ମାଟିକାନ୍ଥ ସେମାନଙ୍କ ଉପରେ ପଡିଥିଲା। ଘଟଣା ସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବ୍ରହ୍ମପୁରର ମେଡିକାଲରେ ଆଉ ଜଣେ ପିଲାର ମୃତ୍ୟୁ ହୋଇଥିଲା।ମୁତ୍ୟୁ ଶିଶୁ ହେଉଛନ୍ତି ସଞ୍ଜିବ ସାହୁ, ଶ୍ରାବଣୀ ମଲ୍ଲିକ, ଶେଷଦେବ ମଲ୍ଲିକ ,ନନ୍ଦିନୀ ମଲ୍ଲିକ।

Related story