ବ୍ରହ୍ମପୁର : ପୋଖରୀରେ ବୁଡି ୨ ବାଳକ ମୃତ

ବ୍ରହ୍ମପୁର: ବ୍ରହ୍ମପୁର ଜଗବନ୍ଧୁନଗରରେ  ମୂର୍ତ୍ତି ବିସର୍ଜନ ସମୟରେ ପୋଖରୀରେ ବୁଡି ଦୁଇ ଜଣ ବାଳକଙ୍କ ମୃତ୍ୟୁ ଘଟିଛି। ମୃତ ଦୁଇ ବାଳକ ଦୁଇଦିନ ହେଲା ନିଖୋଜ ଥିଲେ। ଆଜି ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି।

bramapur

bramapur

Rakesh Mallick
  • Published: Monday, 21 September 2015
  • Updated: 21 September 2015, 07:24 AM IST

Sports

Latest News

ବ୍ରହ୍ମପୁର: ବ୍ରହ୍ମପୁର ଜଗବନ୍ଧୁନଗରରେ  ମୂର୍ତ୍ତି ବିସର୍ଜନ ସମୟରେ ପୋଖରୀରେ ବୁଡି ଦୁଇ ଜଣ ବାଳକଙ୍କ ମୃତ୍ୟୁ ଘଟିଛି। ମୃତ ଦୁଇ ବାଳକ ଦୁଇଦିନ ହେଲା ନିଖୋଜ ଥିଲେ। ଆଜି ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos