ବ୍ରହ୍ମପୁର : ପୋଖରୀରେ ବୁଡି ୨ ବାଳକ ମୃତ

ବ୍ରହ୍ମପୁର: ବ୍ରହ୍ମପୁର ଜଗବନ୍ଧୁନଗରରେ  ମୂର୍ତ୍ତି ବିସର୍ଜନ ସମୟରେ ପୋଖରୀରେ ବୁଡି ଦୁଇ ଜଣ ବାଳକଙ୍କ ମୃତ୍ୟୁ ଘଟିଛି। ମୃତ ଦୁଇ ବାଳକ ଦୁଇଦିନ ହେଲା ନିଖୋଜ ଥିଲେ। ଆଜି ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି।