ବ୍ରହ୍ମ ବିବାଦର ବିଚାର ବିଭାଗୀୟ ତଦନ୍ତ କରାଯାଉ: ନରସିଂହ ମିଶ୍ର

ପୁରୀ: ବ୍ରହ୍ମ ବିଭ୍ରାଟ ଘଟଣାର ବିଚାର ବିଭାଗୀୟ ତଦନ୍ତ କରାଯିବାକୁ ପାଇଁ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଦାବି କରିଛନ୍ତି । ପୁରୀରେ ଏକ ସାମ୍ୱାଦିକ ସମ୍ମିଳନୀରେ ମିଶ୍ର କହିଛନ୍ତି ଯେ, କେଉଁ ପରିସ୍ଥିତିର ଘଟ ପରିବର୍ତ୍ତନ ବିଳମ୍ୱ ହେଲା, ଏହାର କାରଣ କ’ଣ, କେଉଁମାନେ ଏହା ପଛରେ ଅଛନ୍ତି ସେମାନଙ୍କ ବିରୋଧରେ ବିଚାର ବିଭାଗୀୟ ତଦନ୍ତ ହେଲେ ପ୍ରକୃତ ସତ୍ୟ ପଦାକୁ ଆସିବ । ସରକାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ନ ଦେବା […]

narashinga

narashinga

Rakesh Mallick
  • Published: Sunday, 28 June 2015
  • Updated: 28 June 2015, 12:13 PM IST

Sports

Latest News

ପୁରୀ: ବ୍ରହ୍ମ ବିଭ୍ରାଟ ଘଟଣାର ବିଚାର ବିଭାଗୀୟ ତଦନ୍ତ କରାଯିବାକୁ ପାଇଁ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଦାବି କରିଛନ୍ତି । ପୁରୀରେ ଏକ ସାମ୍ୱାଦିକ ସମ୍ମିଳନୀରେ ମିଶ୍ର କହିଛନ୍ତି ଯେ, କେଉଁ ପରିସ୍ଥିତିର ଘଟ ପରିବର୍ତ୍ତନ ବିଳମ୍ୱ ହେଲା, ଏହାର କାରଣ କ’ଣ, କେଉଁମାନେ ଏହା ପଛରେ ଅଛନ୍ତି ସେମାନଙ୍କ ବିରୋଧରେ ବିଚାର ବିଭାଗୀୟ ତଦନ୍ତ ହେଲେ ପ୍ରକୃତ ସତ୍ୟ ପଦାକୁ ଆସିବ । ସରକାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ନ ଦେବା ପଛରେ କ’ଣ କାରଣ ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି । ପୂର୍ବରୁ ନରସିଂହଙ୍କ ନେତୃତ୍ୱରେ କଂଗ୍ରେସର ଏକ ଟିମ୍ ପୁରୀ ଜିଲ୍ଲାପାଳ ଓ ଏସପିଙ୍କ ସହ ଆଲୋଚନା କରିଥିଲେ । ସେହିପରି ଏହି ଟିମ୍ ବିଶ୍ୱାବସୁ ବିନାୟକ ଦାସ ମହାପାତ୍ରଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story