ନବରଙ୍ଗପୁର: ୮ ମାସର ଶିଶୁ କନ୍ୟାକୁ ଚେଙ୍କ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଲାଖପଡ଼ା ଗ୍ରାମରେ ଜଣେ ୮ ମାସର ଶିଶୁ କନ୍ୟାକୁ ଚେଙ୍କ ଦିଆଯାଇଛି। ତାକୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। କିଛି ଦିନ ତଳେ ଉମରକୋଟ୍‌ ବ୍ଲକ ପୂଜାରୀଗୁଡ଼ାରେ ୬ ମାସର ଜଣେ ଶିଶୁକୁ ଚେଙ୍କ ଦିଆଯାଇଥିଲା।

nabarangpur

Rakesh Mallick
  • Published: Tuesday, 13 September 2016
  • , Updated: 14 September 2016, 08:33 AM IST

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଲାଖପଡ଼ା ଗ୍ରାମରେ ଜଣେ ୮ ମାସର ଶିଶୁ କନ୍ୟାକୁ ଚେଙ୍କ ଦିଆଯାଇଛି। ତାକୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

କିଛି ଦିନ ତଳେ ଉମରକୋଟ୍‌ ବ୍ଲକ ପୂଜାରୀଗୁଡ଼ାରେ ୬ ମାସର ଜଣେ ଶିଶୁକୁ ଚେଙ୍କ ଦିଆଯାଇଥିଲା।

Related story