ମାସେ ପରେ ସମାନ ସ୍ଥିତି; ପୁଣି ଥରେ ଭାସିଗଲା ବତେଡ଼ିମୁଣ୍ଡା ପୋଲ

ବାଲିଗୁଡ଼ା(ଅଜିତ ନାୟକ): ମାସେ ତଳେ ଲଘୁଚାପଜନିତ ଲଗାଣ ବର୍ଷାରେ ଭାସି ଯାଇଥିବା ପୋଲ କୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରାଯାଇଥିଲା। ମାତ୍ର ମାସେ ପରେ ପୁଣି ଥରେ ସମାନ ଅବସ୍ଥା ଉପୁଜିଛି। ପୁଣି ଥରେ ବର୍ଷା ହେଉ ହେଉ ପୋଲ ଭାସି ଯାଇଥିବା ବେଳେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ଏଥିଯୋଗୁ ପୋଲର ଉଭୟ ପାର୍ଶ୍ୱରେ ଥିବା ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଚୁପ୍‌ ବସିଛି ପ୍ରଶାସନ । ଏପରି ସ୍ଥିତି କନ୍ଧମାଳ […]

bridge

bridge

Niharika Rout
  • Published: Tuesday, 20 September 2022
  • Updated: 20 September 2022, 02:51 PM IST

Sports

Latest News

ବାଲିଗୁଡ଼ା(ଅଜିତ ନାୟକ): ମାସେ ତଳେ ଲଘୁଚାପଜନିତ ଲଗାଣ ବର୍ଷାରେ ଭାସି ଯାଇଥିବା ପୋଲ କୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରାଯାଇଥିଲା। ମାତ୍ର ମାସେ ପରେ ପୁଣି ଥରେ ସମାନ ଅବସ୍ଥା ଉପୁଜିଛି। ପୁଣି ଥରେ ବର୍ଷା ହେଉ ହେଉ ପୋଲ ଭାସି ଯାଇଥିବା ବେଳେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ଏଥିଯୋଗୁ ପୋଲର ଉଭୟ ପାର୍ଶ୍ୱରେ ଥିବା ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଚୁପ୍‌ ବସିଛି ପ୍ରଶାସନ । ଏପରି ସ୍ଥିତି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଳକରେ ଘଟିଛି। ବତେଡ଼ିମୁଣ୍ଡା ପୋଲ ଭାସିଯିବା ଫଳରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ପଡ଼ିଛନ୍ତି ପାରିଗଡ଼ ପଞ୍ଚାୟତବାସୀ। ନିମ୍ନମାନର କମା ଯୋଗୁ ଏପରି ସ୍ଥିତି ଉପୁଜୁଥିବା କହିଛନ୍ତି ଗ୍ରାମବାସୀ ।

[caption id="attachment_767759" align="aligncenter" width="650"]baliguda ଏବେ ଭାସି ଯାଇଥିବା ବତେଡ଼ିମୁଣ୍ଡା ପୋଲ ।[/caption]

ପାରିଗଡ଼ ପଞ୍ଚାୟତ ଅଧୀନରେ ୧୧ ଟି ୱାର୍ଡ ଥିବା ବେଳେ ଏହି ଅଞ୍ଚଳବାସୀ ରାତି ପାହିଲେ ଜରୁରୀ କାମ ପାଇଁ କୁର୍ତ୍ତମଗଡ଼ ଓ ତୁମୁଡିବନ୍ଧ ବ୍ଲକକୁ ଯାଇଥାନ୍ତି। ମାତ୍ର ବତେଡ଼ିମୁଣ୍ଡା ପୋଲ ଭାସି ଯିବା ପରେ ଯାତ୍ରୀବାହୀ ଅଟୋ କିମ୍ବା ବାଇକ୍‌ ଆରୋହୀ ଯାତାୟତ କରି ପାରୁ ନାହାନ୍ତି । ଏପରିକି ଏହି ଅଞ୍ଚଳର କୌଣସି ରୋଗୀ ଗୁରୁତର ହେଲେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବା ସମ୍ଭବପର ନୁହେଁ।

[caption id="attachment_767760" align="aligncenter" width="650"]bridge ଗତ ମାସ ଭାସି ଯାଇଥିବା ବତେଡ଼ିମୁଣ୍ଡା ପୋଲ ।[/caption]

ପୂର୍ବରୁ ମଧ୍ୟ ଗତ ମାସ ଲଗାଣ ବର୍ଷାରେ ବତେଡ଼ିମୁଣ୍ଡା ପୋଲ ଭାସି ଯାଇଥିଲା । ବାଲିଗୁଡା ଗ୍ରାମ୍ୟ ବିଭାଜନ ତରଫରୁ ଅତି ନିମ୍ନମାନର କାମ ସହ ପୁରୁଣା ହୋମ ପାଇପ ବ୍ୟବହାର କରାଯାଇଥିବା ସେତେବେଳେ ଅଭିଯୋଗ ହୋଇଥିଲା । ଫଳସ୍ୱରୂପ ମାସେ ବ୍ୟବଧାନରେ ବତେଡ଼ିମୁଣ୍ଡା ପୋଲ ପୁଣି ଥରେ ଭାସି ଯାଇଛି ।  ବର୍ତ୍ତମାନ ମଧ୍ୟ ପାରିଗଡ଼ ଅଞ୍ଚଳରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ତୁରନ୍ତ ଯୁଦ୍ଧକାଳୀନ ଭିତ୍ତିରେ ପୋଲ ମରାମତି କାମ କରା ନ ଗଲେ ପାରିଗଡ଼ ପଂଚାୟତ ବାସୀ ଅନେକ ଅସୁବିଧାର ସାମ୍ନା କରିବେ ବୋଲି ଆଲୋଚନା ହେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story