ଦିନ ଦି’ପହରରେ ଫୁଟିଲା ଗୁଳି, ବାପ ଓ ପୁଅ ଗୁରୁତର

ଜୟପୁର (ଟି.ଗୌରୀଶଙ୍କର): କୋରାପୁଟ ଜିଲ୍ଲା ଜୟପୁର ସହରରେ ଆଜି ଦିନ ଦି’ପହରରେ ଏକ ଗୁଳିକାଣ୍ଡ ଘଟିଯାଇଛି। ଏଥିରେ ବାପ ଓ ପୁଅ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ କୋରାପୁଟ ମେଡିକାଲ୍‌ କଲେଜରେ ଭର୍ତ୍ତି କରାଯାଇଛି। ପୂର୍ବ ଶତ୍ରୁତାରୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ସନ୍ତୋଷ ନାୟକ ଓ ବିକାଶ ନାମକ ଦୁଇ ସ୍ଥାନୀୟ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏନେଇ ଥାନାରେ ଉଭୟ ପକ୍ଷରୁ ମାମଲା ମଧ୍ୟ ରୁଜୁ ହୋଇଥିଲା। ଆଜି ଥାନାରେ ଉଭୟଙ୍କ ମଧ୍ୟରେ […]

broad-daylight-shoot

broad-daylight-shoot

Manoranjan Sial
  • Published: Tuesday, 25 September 2018
  • Updated: 25 September 2018, 07:27 PM IST

Sports

Latest News

ଜୟପୁର (ଟି.ଗୌରୀଶଙ୍କର): କୋରାପୁଟ ଜିଲ୍ଲା ଜୟପୁର ସହରରେ ଆଜି ଦିନ ଦି’ପହରରେ ଏକ ଗୁଳିକାଣ୍ଡ ଘଟିଯାଇଛି। ଏଥିରେ ବାପ ଓ ପୁଅ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ କୋରାପୁଟ ମେଡିକାଲ୍‌ କଲେଜରେ ଭର୍ତ୍ତି କରାଯାଇଛି। ପୂର୍ବ ଶତ୍ରୁତାରୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।

ଗତକାଲି ସନ୍ତୋଷ ନାୟକ ଓ ବିକାଶ ନାମକ ଦୁଇ ସ୍ଥାନୀୟ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏନେଇ ଥାନାରେ ଉଭୟ ପକ୍ଷରୁ ମାମଲା ମଧ୍ୟ ରୁଜୁ ହୋଇଥିଲା। ଆଜି ଥାନାରେ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇଥିଲା। ପରେ ସନ୍ତୋଷ ଓ ତାଙ୍କ ବାପା ଘରକୁ ଫେରିଥିଲେ।

ରାଜନଅର ଛକରେ ସେମାନଙ୍କ ଉପରେ ବିକାଶଙ୍କ ସମେତ ୫ରୁ ୬ ଜଣ ସଂଘବଦ୍ଧ ଆକ୍ରମଣ କରିଥିଲେ। ପ୍ରଥମେ ସେମାନେ ସନ୍ତୋଷଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁଳି ସନ୍ତୋଷଙ୍କ ଅଣ୍ଟା ଓ ପିଠିରେ ବାଜିଥିଲା। ଅନ୍ୟପକ୍ଷରେ ଆକ୍ରମଣରେ ସନ୍ତୋଷଙ୍କ ବାପା ମଧ୍ୟ ଆହତ ହୋଇଥିଲେ। ସେମାନଙ୍କୁ ପ୍ରଥମେ ଜୟପୁର ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି। ଏହି ଘଟଣା ପରେ ବଜାର ଶୂନ୍‌ଶାନ୍‌ ହୋଇଯାଇଛି।

ଅଭିଯୁକ୍ତ ବିକାଶ ଜୟପୁର ବିଜେଡିର ଯୁବନେତା ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story