ଖେଳୁଥିଲେ ଭାଇ ଭଉଣୀ, ହଠାତ୍ ପୋଖରୀରେ ବୁଡି ଚାଲିଗଲେ

ବ୍ରହ୍ମପୁର:(ଓଡ଼ିଶା ରିପୋର୍ଟର): ପୋଖରୀରେ ବୁଡିଗଲେ ଭାଇଭଉଣୀ।  ଏଭଳି ଅଭାବନୀୟ ଘଟଣା ଘଟିଛି ଛତ୍ରପୁର ଥାନା ଅଧିନ ବିରେଶ୍ୱର ଗ୍ରାମରେ।ସେହି ଗ୍ରାମର ଶିବ ମହାପାତ୍ରଙ୍କ ୭ ବର୍ଷର ପୁଅ ବାଦଲ ଓ ଝିଅ ବର୍ଷା  ଦିନ ୨ଟା ୩୦ ଯାଏଁ ଉଭୟ ଘର ଦାଣ୍ଡରେ ଖେଳୁଥିଲେ। କିନ୍ତୁ ହଠାତ କୁଆଡେ ଚାଲିଯାଇଥିଲେ।

କିଛି ସମୟ ପରେ ସେମାନେ ପୋଖରୀରେ ବୁଡି ଭାସୁଥିବାର ଦେଖିବାକୁ ପାଇଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର କରି ଆଣି ଛତ୍ରପୁର ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲା। ଶିବ ମହାପାତ୍ର ସେହି ମନ୍ଦିର ନିକଟରେ ଘର କରି ରହୁଥିବା ଜଣାପଡିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ଆହୁରି ପଢ଼ନ୍ତୁ

‘ଦେଶର ଉର୍ଜା ସୁରକ୍ଷା ବିକାଶରେ ଆତ୍ମନିର୍ଭର ଭାରତର ବଡ଼ ଭୂମିକା ରହିବ’

କ୍ୟାନସର ପୀଡ଼ିତାଙ୍କ ଆଖିର ଲୁହ ପୋଛିଲେ ରାନୀ

ଗାନ୍ଧି ଜୟନ୍ତୀରୁ ଗାଁ ଗାଁ ବୁଲି ମାସ୍କ ବାଣ୍ଟିବେ ବିଜେଡି ବିଧାୟକ

ସଂକ୍ରମଣ କମୁଛି ନା ବଢୁଛି ?

ବିଶ୍ୱବିଦ୍ୟାଳୟ ବିଲକୁ ବିରୋଧ, ବିଲ୍ କପି ଚିରିଲେ ତାରା

କେତେ କମିବ ସ୍କୁଲ ଫି, ହାଇକୋର୍ଟଙ୍କୁ ଜଣାଇଲେ ରାଜ୍ୟ ସରକାର

ପ୍ରେମିକାଙ୍କ ସହ ସ୍ୱାମୀଙ୍କୁ ରଙ୍ଗେ ହାତରେ ଧରିଥିଲେ ପତ୍ନୀ, ବନ୍ଧା ହେଲେ ଡେପୁଟି କଲେକ୍ଟର

ହାଇକୋର୍ଟ ଗଲେ ସମ୍ୱିତ ପାତ୍ର

ସହମତିରେ ଯାଇଥିଲେ ନା ଅପହରଣ ହୋଇଥିଲା ? ସମଲିଙ୍ଗୀ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଯୁବତୀ

ନନ୍ଦନକାନନରେ ଆଖି ବୁଜିଲା ସିଂହୀ ‘ସୁପ୍ରିୟା’

ରାଜ୍ୟରେ କରୋନାରେ ଆଖି ବୁଜିଲେ ଆଉ ୧୫

ଆଜିଠୁ ବିଧାନସଭା ଅଧିବେଶନ; ନବୀନ ନିବାସରୁ ଯୋଗ ଦେବେ ମୁଖ୍ୟମନ୍ତ୍ରୀ