ଜେଲ୍‌ରେ ମିଳୁଛି ଧଳା ଜହର

ଖୋର୍ଦ୍ଧା(ବଳରାମ ଲେଙ୍କା) : ଜେଲ୍ ଚାରି କାନ୍ଥ ଭିତରେ କଡ଼ା ସୁରକ୍ଷା ବଳୟ ଭିତରେ ଚାଲିଛି ଧଳା ଜହର କାରବାର । କେବଳ  ବ୍ରାଉନ୍‌ସୁଗର ନୁହେଁ ଏହି ଜେଲ୍‌ରେ ରହୁଥିବା ଅନ୍ତେବାସୀଙ୍କୁ ଇଚ୍ଛା ମୁତାବକ ଗଞ୍ଜେଇ, ସିଗାରେଟ୍ ଭଳି ସବୁ ପ୍ରକାର ମାଦକ ଦ୍ରବ୍ୟ ଅନାୟସରେ ମିଳିପାରୁଛି। କଏଦୀମାନେ ଏସବୁ ଖୋଲାଖୋଲି ଭାବେ ସେବନ ମଧ୍ୟ କରୁଛନ୍ତି । ଖୋର୍ଦ୍ଧା ଜେଲ୍‌ର ଚାରି କାନ୍ଥ ଭିତରେ ଅନାୟସରେ ସବୁ ପ୍ରକାର ନିଶାଦ୍ରବ୍ୟ ମିଳିପାରୁଛି। ଭିଡିଓ ଭାଇରାଲ ହେବା […]

khorda

khorda

Niharika Rout
  • Published: Saturday, 06 June 2020
  • Updated: 06 June 2020, 02:05 PM IST

ଖୋର୍ଦ୍ଧା(ବଳରାମ ଲେଙ୍କା) : ଜେଲ୍ ଚାରି କାନ୍ଥ ଭିତରେ କଡ଼ା ସୁରକ୍ଷା ବଳୟ ଭିତରେ ଚାଲିଛି ଧଳା ଜହର କାରବାର । କେବଳ  ବ୍ରାଉନ୍‌ସୁଗର ନୁହେଁ ଏହି ଜେଲ୍‌ରେ ରହୁଥିବା ଅନ୍ତେବାସୀଙ୍କୁ ଇଚ୍ଛା ମୁତାବକ ଗଞ୍ଜେଇ, ସିଗାରେଟ୍ ଭଳି ସବୁ ପ୍ରକାର ମାଦକ ଦ୍ରବ୍ୟ ଅନାୟସରେ ମିଳିପାରୁଛି। କଏଦୀମାନେ ଏସବୁ ଖୋଲାଖୋଲି ଭାବେ ସେବନ ମଧ୍ୟ କରୁଛନ୍ତି । ଖୋର୍ଦ୍ଧା ଜେଲ୍‌ର ଚାରି କାନ୍ଥ ଭିତରେ ଅନାୟସରେ ସବୁ ପ୍ରକାର ନିଶାଦ୍ରବ୍ୟ ମିଳିପାରୁଛି। ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ଖୋଳତାଡ଼  ଆରମ୍ଭ ହୋଇଯାଇଛି।

ହେଲେ ଖୋର୍ଦ୍ଧା ଜେଲ୍‌ରେ ଖୁଲମଖୁଲା ନିଶା ଦ୍ରବ୍ୟ କାରବାର ହେଉଥିବା ଜାଣି ମଧ୍ୟ ଜେଲ୍ କର୍ତ୍ତୃପକ୍ଷ ଚୁପ୍ ରହୁଥିବା ଅଭିଯୋଗ ହେଉଛି । ସବୁଠୁ ବଡ଼ କଥା ହେଉଛି,  ଏହି ଜେଲ୍ ଭିତରେ ମାଳ ମାଳ ମୋବାଇଲ ବ୍ୟବହାର ମଧ୍ୟ ହେଉଛି । ମନଇଚ୍ଛା ଗପୁଛନ୍ତି ଅନ୍ତେବାସୀ ।  ତେବେ କଡ଼ା ଯାଞ୍ଚ ସତ୍ତ୍ୱେ ଜେଲ୍ ଭିତରକୁ କିଭଳି ବିଭିନ୍ନ ନିଶା ଦ୍ରବ୍ୟ ଯାଇପାରୁଛି ତାକୁ ନେଇ ପ୍ରଶ୍ନ ଉଠିଛି ।

ଜେଲ୍‌କୁ ବ୍ରାଉନସୁଗର ଯିବା ଘଟଣାର ତଦନ୍ତ ଚାଲିଥିବା କହିଛନ୍ତି ଜେଲ୍‌ ବିଭାଗ କର୍ତ୍ତୃପକ୍ଷ। ତେବେ ଭିଡିଓର ପ୍ରକୃତ ସତ୍ୟାସତ୍ୟ ଅନୁସନ୍ଧାନ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story