ଦୁଇ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ଭଦ୍ରକ: ଭଦ୍ରକ ଜିଲ୍ଲା ସୁଇପର କଲୋନୀ ଅଞ୍ଚଳରୁ ୨ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ଦୁଇ ଲକ୍ଷ ଟଙ୍କା ହେବ। ବ୍ରାଉନ ସୁଗାର ରଖିଥିବା ଅଭିଯୋଗରେ କଟକ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ଜଣଙ୍କୁ ଗିରଫ କରିଛି। ତା’ ନାଁ ସନ୍ତୋଷ ମୁଖି। ସନ୍ତୋଷ  ନିଜ ଘରେ ବ୍ରାଉନସୁଗାର ରଖି ବିକ୍ରି କରୁଥିବା କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ କୌଣସି ସୂତ୍ରରୁ ଖବର ପାଇ  କୁଆଁସ ସୁଇପର କଲୋନୀରେ ଚଢ଼ାଉ କରିଥିଲା।  

nn

Rakesh Mallick
  • Published: Friday, 27 October 2017
  • , Updated: 28 October 2017, 07:42 AM IST

ଭଦ୍ରକ: ଭଦ୍ରକ ଜିଲ୍ଲା ସୁଇପର କଲୋନୀ ଅଞ୍ଚଳରୁ ୨ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ଦୁଇ ଲକ୍ଷ ଟଙ୍କା ହେବ। ବ୍ରାଉନ ସୁଗାର ରଖିଥିବା ଅଭିଯୋଗରେ କଟକ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ଜଣଙ୍କୁ ଗିରଫ କରିଛି। ତା’ ନାଁ ସନ୍ତୋଷ ମୁଖି।

ସନ୍ତୋଷ  ନିଜ ଘରେ ବ୍ରାଉନସୁଗାର ରଖି ବିକ୍ରି କରୁଥିବା କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ କୌଣସି ସୂତ୍ରରୁ ଖବର ପାଇ  କୁଆଁସ ସୁଇପର କଲୋନୀରେ ଚଢ଼ାଉ କରିଥିଲା।

 

Related story