ଶାନ୍ତି ପାଇଁ ବୁଦ୍ଧଙ୍କ ଜନ୍ମମାଟିରେ ଦୌଡ଼ିଲେ ବୁଦ୍ଧିଆ

ଭୁବନେଶ୍ୱର: ଗତ ୧୫ ତାରିଖରେ ନେପାଳରେ ବୁଦ୍ଧ ଫ୍ଲେମ ପିସ୍‌ ଟର୍ଚ୍ଚ ମାର୍ଚ୍ଚ ରନରେ ସାମିଲ ହୋଇଥିଲେ ମାରାଥନ ବୟ ବୁଦ୍ଧିଆ ସିଂ। ବୁଦ୍ଧିଆ ସିଂ ଓ ଅନିତା ସାବତ ନେପାଳ ମାୟାଦେବୀ ପାର୍କରୁ ମାର୍ଚ୍ଚ ଆରମ୍ଭ  କରିଥିଲେ । ସେଠାରୁ କାଠମାଣ୍ଡୁ ଆସି ବୁଦ୍ଧଙ୍କ ବିଭିନ୍ନ ଐତିହସ୍ଥଳୀରେ ମାଶାଲ ଧରି ଦୌଡିଥିଲେ ବୁଦ୍ଧିଆ ସିଂ। ତାଙ୍କ ସହ ନେପାଳର ମାରାଥନ ଧାବକ ଅଲିମ୍ପିଆନ ବୈକୁଣ୍ଠ ମାନାନ୍ଧାର, ସିକ୍କମର ଅମର ସୁବା ଏବଂ  ନେପାଳର କ୍ରୀଡାବିତ ଶାହାବାନୁ […]

budhia

budhia

Rakesh Mallick
  • Published: Friday, 19 May 2017
  • Updated: 19 May 2017, 01:51 PM IST

Sports

Latest News

ଭୁବନେଶ୍ୱର: ଗତ ୧୫ ତାରିଖରେ ନେପାଳରେ ବୁଦ୍ଧ ଫ୍ଲେମ ପିସ୍‌ ଟର୍ଚ୍ଚ ମାର୍ଚ୍ଚ ରନରେ ସାମିଲ ହୋଇଥିଲେ ମାରାଥନ ବୟ ବୁଦ୍ଧିଆ ସିଂ। ବୁଦ୍ଧିଆ ସିଂ ଓ ଅନିତା ସାବତ ନେପାଳ ମାୟାଦେବୀ ପାର୍କରୁ ମାର୍ଚ୍ଚ ଆରମ୍ଭ  କରିଥିଲେ । ସେଠାରୁ କାଠମାଣ୍ଡୁ ଆସି ବୁଦ୍ଧଙ୍କ ବିଭିନ୍ନ ଐତିହସ୍ଥଳୀରେ ମାଶାଲ ଧରି ଦୌଡିଥିଲେ ବୁଦ୍ଧିଆ ସିଂ। ତାଙ୍କ ସହ ନେପାଳର ମାରାଥନ ଧାବକ ଅଲିମ୍ପିଆନ ବୈକୁଣ୍ଠ ମାନାନ୍ଧାର, ସିକ୍କମର ଅମର ସୁବା ଏବଂ  ନେପାଳର କ୍ରୀଡାବିତ ଶାହାବାନୁ ଖାନ୍ ପ୍ରମୁଖ ଟର୍ଚ୍ଚ ମାର୍ଚ୍ଚ ରନରେ ସାମିଲ ହୋଇଥିଲେ।

‌ଆସନ୍ତା ୨୯ତାରିଖରେ ଏହି ରନ୍ ମାଉଣ୍ଟ ଏଭେରେଷ୍ଟ ଅଭିମୁଖେ ଯାତ୍ରା କରିବ। ନେପାଳ ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଆଡଭେଞ୍ଚର ସ୍ପୋର୍ଟସ ପକ୍ଷରୁ ଏହି ମାରାଥନର ଆୟୋଜନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story