ବୁଗୁଡ଼ା:  ରୋଗୀ ମୃତ, ଚିକିତ୍ସାରେ ଅବହେଳା ଅଭିଯୋଗ କରି ରାସ୍ତା ରୋକ

ଗଞ୍ଜାମ:  ଚିକିତ୍ସାରେ ଅବହେଳା ଯୋଗୁଁ ରୋଗୀ ମୃତ୍ୟୁ ଅଭିଯୋଗ କରି ଉତ୍ତେଜନାମୂଳକ ପରିସ୍ଥିତି ଘଟଣା ଘଟିଛି ଗଞ୍ଜ।ମର ବୁଗୁଡ଼ାରେ । ଆଜି ସକାଳେ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସୋଲୋଣ୍ଡି ଗାଁରେ ଲକ୍ଷ୍ମଣ ପ୍ରଧାନଙ୍କ ମୃତ୍ୟୁ ହୋଇଥିଲା। ତେବେ ଚିକିତ୍ସା ଅବହେଳା ଯୋଗୁଁ ତାଙ୍କ ମୃତ୍ୟୁ ଅଭିଯୋଗ କରି ପରିବାର ଲୋକେ ରାସ୍ତାରେ ମୃତଦେହ ରଖି ଅବରୋଧ କରିଛନ୍ତି।    

MUTU

Rakesh Mallick
  • Published: Sunday, 28 June 2015
  • , Updated: 28 June 2015, 06:01 AM IST

Related story