ମୁଖ୍ୟମନ୍ତ୍ରୀଙ୍କ ବାଟ ଓଗାଳିଲା ଷଣ୍ଢ; କାର୍‌କେଡ୍ ଭିତରକୁ ପଶି ଆସିଲା

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୁନ୍ଦୁଲି ଘଟଣାକୁ ନେଇ ଆଜି ସାରା ରାଜ୍ୟରେ ବିଜେପି ହରତାଳ କରୁଥିବା ବେଳେ କଂଗ୍ରେସ ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି। ଏହା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ସଚିବାଳୟ ଯାଇଥିଲେ। କଡ଼ା ସୁରକ୍ଷା ମଧ୍ୟରେ ସେ ସଚିବାଳୟ ଯାଇଥିଲେ। ଗଲା ବେଳେ କେହି ତାଙ୍କ ପଥ ଅବରୋଧ କରି ନଥିଲେ। କିନ୍ତୁ ସଚିବାଳୟରୁ ନବୀନ ନିବାସ ଫେରିବା ବାଟରେ ହୋଇଥିଲା ବିଭ୍ରାଟ। କ୍ୟାପିଟାଲ୍ ହସ୍&zwnj;ପିଟାଲ୍ ନିକଟରେ ଏକ ଷଣ୍ଢ ତାଙ୍କ କାର୍&zwnj;କେଡ୍ ଭିତରକୁ ପଶି ଆସିଥିଲା। ଷଣ୍ଢଟି ପୂରା ମୁଖ୍ୟମନ୍ତ୍ରୀଙ୍କ କାର ଆଗକୁ ଚାଲି ଯାଇଥିଲା। ଷଣ୍ଢକୁ ଘଉଡ଼ାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ନିବାସକୁ ଫେରିଥିଲେ।</p> <p>[video width=&quot;720&quot; height=&quot;576&quot; mp4=&quot;]</p>

Ordigital Desk
  • Published: Wednesday, 24 January 2018
  • Updated: 24 January 2018, 01:10 PM IST

Sports

Latest News

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୁନ୍ଦୁଲି ଘଟଣାକୁ ନେଇ ଆଜି ସାରା ରାଜ୍ୟରେ ବିଜେପି ହରତାଳ କରୁଥିବା ବେଳେ କଂଗ୍ରେସ ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି। ଏହା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ସଚିବାଳୟ ଯାଇଥିଲେ। କଡ଼ା ସୁରକ୍ଷା ମଧ୍ୟରେ ସେ ସଚିବାଳୟ ଯାଇଥିଲେ। ଗଲା ବେଳେ କେହି ତାଙ୍କ ପଥ ଅବରୋଧ କରି ନଥିଲେ। କିନ୍ତୁ ସଚିବାଳୟରୁ ନବୀନ ନିବାସ ଫେରିବା ବାଟରେ ହୋଇଥିଲା ବିଭ୍ରାଟ। କ୍ୟାପିଟାଲ୍ ହସ୍&zwnj;ପିଟାଲ୍ ନିକଟରେ ଏକ ଷଣ୍ଢ ତାଙ୍କ କାର୍&zwnj;କେଡ୍ ଭିତରକୁ ପଶି ଆସିଥିଲା। ଷଣ୍ଢଟି ପୂରା ମୁଖ୍ୟମନ୍ତ୍ରୀଙ୍କ କାର ଆଗକୁ ଚାଲି ଯାଇଥିଲା। ଷଣ୍ଢକୁ ଘଉଡ଼ାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ନିବାସକୁ ଫେରିଥିଲେ।</p><p>[video width=&quot;720&quot; height=&quot;576&quot; mp4=&quot;]</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos