ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପଠାଇଲା ବୁର୍ଲା ମେଡିକାଲାର ଜୁନିୟର ଡାକ୍ତର ସଂଘ, ଦାବି ପୂରଣ ନହେଲେ ୧୨ରୁ କାର୍ଯ୍ୟ ବନ୍ଦ ଧମକ

ସମ୍ବଲପୁର: ୯ ଦଫା ଦାବି ନେଇ ଆଜି ବୁର୍ଲା ଭିମସାରର ଜୁନିୟର ଡାକ୍ତର ସଂଘ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିଛି। ଦାବି ପୂରଣ ନ ହେଲେ ୧୨ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସହ କାର୍ଯ୍ୟ ବନ୍ଦ କରିବାକୁ ସଂଘ ଧମକ ଦେଇଛି। ହସ୍ପିଟାଲରେ ତୁରନ୍ତ ଏମଆରଆଇ ସ୍ଥାପନ, ସ୍ୱାଧୀନ ଭାବେ ନିଷ୍ପତ୍ତି ନେବା ଲାଗି ଭିମସାର କର୍ତ୍ତୃପକ୍ଷଙ୍କୁ ଉଭୟ ଅର୍ଥନୈତିକ ଓ ପ୍ରଶାସନିକ କ୍ଷମତା ପ୍ରଦାନ, ନୂଆ କୋଠାକୁ ମହିଳା ମେଡିସିନ୍ ୱାର୍ଡକୁ […]

doctor

doctor

Rakesh Mallick
  • Published: Monday, 04 January 2016
  • Updated: 04 January 2016, 11:23 AM IST

Sports

Latest News

ସମ୍ବଲପୁର: ୯ ଦଫା ଦାବି ନେଇ ଆଜି ବୁର୍ଲା ଭିମସାରର ଜୁନିୟର ଡାକ୍ତର ସଂଘ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିଛି। ଦାବି ପୂରଣ ନ ହେଲେ ୧୨ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସହ କାର୍ଯ୍ୟ ବନ୍ଦ କରିବାକୁ ସଂଘ ଧମକ ଦେଇଛି। ହସ୍ପିଟାଲରେ ତୁରନ୍ତ ଏମଆରଆଇ ସ୍ଥାପନ, ସ୍ୱାଧୀନ ଭାବେ ନିଷ୍ପତ୍ତି ନେବା ଲାଗି ଭିମସାର କର୍ତ୍ତୃପକ୍ଷଙ୍କୁ ଉଭୟ ଅର୍ଥନୈତିକ ଓ ପ୍ରଶାସନିକ କ୍ଷମତା ପ୍ରଦାନ, ନୂଆ କୋଠାକୁ ମହିଳା ମେଡିସିନ୍ ୱାର୍ଡକୁ ଉଠାଇବା, ଅସାମାଜିକ ବ୍ୟକ୍ତିଙ୍କ ଅବାଧ ପ୍ରବେଶକୁ ରୋକିବାକୁ ମେଡିକାଲ୍ କଲେଜ୍ ପରିସରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା, ଲେବର ରୁମ୍, ଅପରେସନ୍ ଥିଏଟର, ଏସଏନସିୟୁ, ଆଇସିୟୁ, ମେଡିସିନ୍ ୱାର୍ଡ, ୟୁଜି ଓ ପିଜି ହଷ୍ଟେଲରେ ୨୪ ଘଣ୍ଟା ବିଦ୍ୟୁତ୍ ଓ ଜଳ ଯୋଗାଣ, ଲାଇବ୍ରେରୀର ପାଣ୍ଠି ଓ କର୍ମଚାରୀ ସଂଖ୍ୟା ବୃଦ୍ଧି କରିବା, ଅତିଶୀଘ୍ର ଖାଲିଥିବା ଅଧ୍ୟାପକ ଓ ଅଣ-ଅଧ୍ୟାପକ ପଦବୀ ପୂରଣ, ରିଜିଓନାଲ୍ ଡାଇଗ୍ନୋଷ୍ଟିକ୍ ସେଣ୍ଟରଗୁଡ଼ିକ ୨୪ ଘଣ୍ଟା ଖୋଲା ରଖିବା ଓ ମେଡିକାଲ୍ ପରିସରରେ ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ ପାଇଁ ଏକ ଭଲ କ୍ୟାଣ୍ଟିନର ଖୋଲିବା ପାଇଁ ଜୁନିୟର ଡାକ୍ତର ସଂଘ ଦାବି କରିଛି।

ଏହି ଦାବିପତ୍ରକୁ ସେମାନେ ମୁଖ୍ୟମନ୍ତ୍ରୀଙ୍କ ସହିତ ସ୍ୱାସ୍ଥ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ବିଭାଗ ସଚିବ, ଉତ୍ତରାଞ୍ଚଳ ଆରଡିସି ଏନ.ବି.ଏସ୍ ରାଜପୁତ୍, ସମ୍ବଲପୁର ଜିଲ୍ଲାପାଳ, ଭିମସାର ନିର୍ଦ୍ଦେଶକ, ଭିମସାରର ଅଧ୍ୟକ୍ଷଙ୍କ ନିକଟକୁ ମଧ୍ୟ ପଠାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story