ବସ୍‌ ଚକା ତଳେ ଚାଲିଗଲା ୩ ଜୀବନ

କେନ୍ଦୁଝର(ପ୍ରଣୟ ପାଣି): ବାଇକ୍‌ରେ ଆସୁଥିବା ୩ ଯୁବକ ଭାରସାମ୍ୟ ହରାଇ ବସ୍‌ ଚକା ତଳେ ପଡ଼ି ଯାଇଥିଲେ। ଆଉ ତା’ପରେ ବସ୍‌ଟି ସେମାନଙ୍କ ଉପରେ ମାଡ଼ି ଯାଇଥିଲେ। ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମେଡିକାଲ୍‌ରେ ଅନ୍ୟ ଜଣଙ୍କ ଜୀବନ ଯାଇଛି। ଆଜି ଏମିତି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କେନ୍ଦୁଝର ଜିଲ୍ଲା ଚମ୍ପୁଆରେ ଘଟିଛି। ଅନ୍ୟ ଏକ ଦୁର୍ଘଟଣାରେ ୫ ଜଣ ଅଟୋ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆଜି ସନ୍ଧ୍ୟା ବେଳେ ପାଲ୍‌ଲହଡ଼ାରୁ […]

aaaaa

aaaaa

Manoranjan Sial
  • Published: Thursday, 10 October 2019
  • Updated: 10 October 2019, 10:25 PM IST

Sports

Latest News

କେନ୍ଦୁଝର(ପ୍ରଣୟ ପାଣି): ବାଇକ୍‌ରେ ଆସୁଥିବା ୩ ଯୁବକ ଭାରସାମ୍ୟ ହରାଇ ବସ୍‌ ଚକା ତଳେ ପଡ଼ି ଯାଇଥିଲେ। ଆଉ ତା’ପରେ ବସ୍‌ଟି ସେମାନଙ୍କ ଉପରେ ମାଡ଼ି ଯାଇଥିଲେ। ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମେଡିକାଲ୍‌ରେ ଅନ୍ୟ ଜଣଙ୍କ ଜୀବନ ଯାଇଛି। ଆଜି ଏମିତି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କେନ୍ଦୁଝର ଜିଲ୍ଲା ଚମ୍ପୁଆରେ ଘଟିଛି। ଅନ୍ୟ ଏକ ଦୁର୍ଘଟଣାରେ ୫ ଜଣ ଅଟୋ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।

ଆଜି ସନ୍ଧ୍ୟା ବେଳେ ପାଲ୍‌ଲହଡ଼ାରୁ ଚମ୍ପୁଆ ଅଭିମୁଖେ ଏକ ବସ୍‌ ଆସୁଥିଲା। ଏହି ସମୟରେ ଆକାଶ ମହାକୁଡ଼, ବିଲୁଆ ନାଏକ ଓ ସୁନିଲ ନାଏକ ଏକ ବାଇକ୍‌ରେ ବସ୍‌ଟିକୁ ଓଭରଟେକ୍‌ କରିବାକୁ ଉଦ୍ୟମ କରୁଥିଲା। ଏହା ଜାଣିପାରି ଉର୍ତ୍ତି ଗାଁର ଭାଲୁକା ନାଳ ନିକଟରେ ବସ୍‌ ଚାଳକ ସେମାନଙ୍କୁ ଯିବା ପାଇଁ ରାସ୍ତା ଦେଇଥିଲେ। ଏହା ସତ୍ତ୍ୱେ ସେମାନେ ଭାରସାମ୍ୟ ହରାଇ ବସ୍‌ରେ ପିଟି ହୋଇ ପଛ ଚକା ଚଳେ ପଡ଼ି ଯାଇଥିଲେ। ପରେ ବସ୍‌ଟି ସେମାନଙ୍କ ଉପରେ ଚଢ଼ି ଯାଇଥିଲା। ଘଟଣା ସ୍ଥଳରେ ଆକାଶ ମହାକୁଡ଼ ଓ ବିଲୁଆ ନାଏକଙ୍କ ମୃତ୍ୟୁ ଘଟିଥିଲା। ସୁନିଲ ନାଏକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସେହିପରି ଆଉ ଏକ ଦୁର୍ଘଟଣା ସଦର ଥାନା ହୁଣ୍ତୁଳା ଗାଁ ନିକଟସ୍ଥ ୨୦ନମ୍ବର ଜାତୀୟ ରାଜପଥରେ ଘଟିଛି। ଅଟୋ ଓଲଟି ପଡ଼ିବାରୁ ୫ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ସେମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ଜଣେ ବୃଦ୍ଧଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଅଟୋଟି ପର୍ଜନପୁର ଗାଁରୁ କେନ୍ଦୁଝରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story