କଥା କହିପାରନ୍ତନି, କାନକୁ ଶୁଭେନି-ବରମୁଣ୍ଡାରୁ କରୁଥିଲେ ବସ୍‌ ଚୋରି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆପଣ ସାଇକେଲ୍, ବାଇକ୍ କିମ୍ବା କାର୍ ଚୋରି କଥା ଶୁଣିଥିବେ। ହେଲେ ବସ୍‌ଷ୍ଟାଣ୍ଡରେ ଛିଡ଼ା ହୋଇଥିବା ଏକ ବଡ଼ ବସ୍‌କୁ ଚୋରି କରି  ନେବା ଘଟଣା କେବେ ଶୁଣିଛନ୍ତି କି ? ଖୋଦ୍ ଭୁବନେଶ୍ୱରର ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଘଟିଛି ଚମକାଇ ଦେଲା ଭଳି ବସ୍ ଚୋରିର ଏକ ବିରଳ  କାହାଣୀ । ଯାହାର ମୁଖ୍ୟ କାର୍ପଟଦାର ହେଉଛନ୍ତି, କାନକୁ ଶୁଭୁନଥିବା ଏବଂ କଥା କହିପାରୁନଥିବା ଜଣେ ଅଭ୍ୟାସଗତ ଅପରାଧୀ। ସେ ଏବେ  ପୁଲିସ ହେପାଜତରେ […]

bnmv

bnmv

Tapas Behera
  • Published: Saturday, 22 August 2020
  • Updated: 22 August 2020, 08:29 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆପଣ ସାଇକେଲ୍, ବାଇକ୍ କିମ୍ବା କାର୍ ଚୋରି କଥା ଶୁଣିଥିବେ। ହେଲେ ବସ୍‌ଷ୍ଟାଣ୍ଡରେ ଛିଡ଼ା ହୋଇଥିବା ଏକ ବଡ଼ ବସ୍‌କୁ ଚୋରି କରି  ନେବା ଘଟଣା କେବେ ଶୁଣିଛନ୍ତି କି ? ଖୋଦ୍ ଭୁବନେଶ୍ୱରର ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଘଟିଛି ଚମକାଇ ଦେଲା ଭଳି ବସ୍ ଚୋରିର ଏକ ବିରଳ  କାହାଣୀ । ଯାହାର ମୁଖ୍ୟ କାର୍ପଟଦାର ହେଉଛନ୍ତି, କାନକୁ ଶୁଭୁନଥିବା ଏବଂ କଥା କହିପାରୁନଥିବା ଜଣେ ଅଭ୍ୟାସଗତ ଅପରାଧୀ। ସେ ଏବେ  ପୁଲିସ ହେପାଜତରେ । ତେବେ କେମିତି ସେ ଲୁଟ୍ କରୁଥିଲା, କେମିତି ପୁଣି ଧରାପଡ଼ିଲା ? ଜାଣନ୍ତୁ।

ଶୁକ୍ରବାର ସମୟ ରାତି ପ୍ରାୟ ସାଢ଼େ ୮ଟା। ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ବସ୍‌କୁ ଛାଡ଼ି  ହେଲ୍ପର ଯାଇଥିଲେ ଖାଇବାକୁ। ଅବଶ୍ୟ ବସ୍‌ରେ ଯାତ୍ରୀ ନଥିଲେ । ଆର୍ଯ୍ୟନ୍ ନାମକ ଏହି ଘରୋଇ ବସ୍‌କୁ ଅପହରଣ କରି  ହାଇେଓ୍ବରେ କଟକ ଅଭିମୁଖେ ଛୁଟାଇ ଚାଲୁଥିଲା ଜଣେ ଲୁଟେରା। ଖବର ପାଇ ପିସିଆର୍ ବି ଗୋଡ଼ାଇଲା। ହେଲେ ପାରିଲାନି। ତାହାରି  ଭିତରେ କଟକ ପହଞ୍ଚିଯାଇଥିଲା ବସ୍ । ଆଉ ଶେଷରେ ଓଏମ୍ପି ଛକରେ ଟ୍ରକ ଗୁଡ଼ିକୁ ଛିଡ଼ା କରାଇ ଟ୍ରାଫିକ୍ ଜାମ୍ କରାଇଥିଲା ପୁଲିସ। ତାପରେ ଲୁଟେରା ଭାରସାମ୍ୟ ହରାଇ ବସ୍‌ଟିକୁ  ଟ୍ରକ୍ରେ ପିଟିଦେଲା। ଆଉ ପୁଲିସ ମାଡ଼ିବସି ଧରିଲା ଲୁଟେରାକୁ । ଧରାପଡ଼ିଥିବା ଅଭିଯୁକ୍ତଙ୍କ ଘର ଜଗତସିଂହପୁର ତିର୍ତ୍ତୋଲର ମୁଳିସିଂହରେ।

୨୦୧୮ ଜୁଲାଇ ୯ରେ ବାଲେଶ୍ୱର ବସଷ୍ଟାଣ୍ଡରେ ରଖାଯାଇଥିବା ଏକ ଯାତ୍ରୀବାହୀ  ବସ୍‌ରେ ହୋଇଥିଲା ଚୋରି। ଏପ୍ରିଲ ୦୨, ୨୦୧୯ରେ ପୁରୀ ବସ୍ଷ୍ଟାଣ୍ଡରୁ ଚୋରି ହୋଇଥିଲା ଏକ ଟୁରିଷ୍ଟ ବସ୍ । କେବଳ ଏତିକି ନୁହେଁ, କଟକ  ବାଦାମ୍ବାଡ଼ି ବସ୍‌ଷ୍ଟାଣ୍ଡରୁ ବି ୨ଟି ବସ୍ ଚୋରିର ଅଭିଯୋଗ ହୋଇଥିଲା । ଏଭଳି ବିଗତ ଦିନରେ ଏକାଧିକ ବସ୍ ଚୋରି ମାମଲା ସାମ୍ନାକୁ  ଆସିଥିବାବେଳେ କିଛି ଘଟଣାରେ ଏହି ଅଭିଯୁକ୍ତର ସଂପୃକ୍ତି ଥିବା ଆଶଙ୍କା କରୁଛି ପୁଲିସ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story