ନଭେମ୍ୱର ୧ରୁ ଗଡ଼ିବନି ଘରୋଇ ବସ୍‌  

ଭୁବନେଶ୍ୱର( ଓଡିଶା ରିପୋର୍ଟର): ନଭେମ୍ବର ୧ରୁ ଗଡ଼ିବନି ଘରୋଇ ବସ୍‌। ବସ୍ ଧର୍ମଘଟ ନିଷ୍ପତ୍ତିରେ କାଏମ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ।  ଗତକାଲି ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ବସ୍ ମାଲିକ ସଂଘ ସଭାପତି ପ୍ରକାଶ ମିଶ୍ର ଏହି ସୂଚନା ଦେଇଛନ୍ତି। ଆସନ୍ତା ୩୧ ସୁଦ୍ଧା ସରକାର ଦାବି ମାନି ନେବେ ବୋଲି ସଂଘ ଆଶାବାଦୀ ଅଛି।  ବୈଠକ ପୂର୍ବରୁ ଗତକାଲି ସଂଘର କର୍ମକର୍ତ୍ତାମାନେ ସଚିବାଳୟରେ ମୁଖ୍ୟମନ୍ତ୍ରୀ, ପରିବହନ ମନ୍ତ୍ରୀ, […]

Rakesh Mallick
  • Published: Thursday, 26 October 2017
  • , Updated: 26 October 2017, 10:02 AM IST

ଭୁବନେଶ୍ୱର( ଓଡିଶା ରିପୋର୍ଟର): ନଭେମ୍ବର ୧ରୁ ଗଡ଼ିବନି ଘରୋଇ ବସ୍‌। ବସ୍ ଧର୍ମଘଟ ନିଷ୍ପତ୍ତିରେ କାଏମ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ।  ଗତକାଲି ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ବସ୍ ମାଲିକ ସଂଘ ସଭାପତି ପ୍ରକାଶ ମିଶ୍ର ଏହି ସୂଚନା ଦେଇଛନ୍ତି। ଆସନ୍ତା ୩୧ ସୁଦ୍ଧା ସରକାର ଦାବି ମାନି ନେବେ ବୋଲି ସଂଘ ଆଶାବାଦୀ ଅଛି।  ବୈଠକ ପୂର୍ବରୁ ଗତକାଲି ସଂଘର କର୍ମକର୍ତ୍ତାମାନେ ସଚିବାଳୟରେ ମୁଖ୍ୟମନ୍ତ୍ରୀ, ପରିବହନ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ ବିଭାଗୀୟ ସଚିବଙ୍କୁ ୧୧ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଥିଲେ।

Related story