ଗୋଳନ୍ଥରା ବସ୍ ଟ୍ରାଜେଡି; ଏସ୍‌ସିବି, ଏମ୍‌କେସିଜିରେ ଗୁରୁତର ୧୭ ଭର୍ତ୍ତି

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ବସ୍ ଟ୍ରାଜେଡି ଯୋଗୁ ୧୦ ଜଣ ଆଖି ବୁଜି ସାରିଥିବା ବେଳେ ଗୁରୁତର ୧୭ ଜଣ ଏବେ ମେଡିକାଲରେ ଚିକିତ୍ସାଧୀନି ଅଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଥିବା ବେଳେ ୧୦ ଜଣ ବ୍ରହ୍ମପୁରୁ ଏମକେସିଜିରେ ଚିକିତ୍ସାଧୀନ ଅଛନ୍ତି। ଏମକେସିଜିରେ ଥିବା ୧୦ ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତ ଆହତଙ୍କୁ ସର୍ଜରୀ ସ୍ପେସିଆଲିଷ୍ଟ ଓ୍ୱାର୍ଡରେ ରଖାଯାଇଛି।  ଏପଟେ […]

bphm-2--1

Niharika Rout
  • Published: Monday, 10 February 2020
  • , Updated: 10 February 2020, 12:41 PM IST

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ବସ୍ ଟ୍ରାଜେଡି ଯୋଗୁ ୧୦ ଜଣ ଆଖି ବୁଜି ସାରିଥିବା ବେଳେ ଗୁରୁତର ୧୭ ଜଣ ଏବେ ମେଡିକାଲରେ ଚିକିତ୍ସାଧୀନି ଅଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଥିବା ବେଳେ ୧୦ ଜଣ ବ୍ରହ୍ମପୁରୁ ଏମକେସିଜିରେ ଚିକିତ୍ସାଧୀନ ଅଛନ୍ତି।

ଏମକେସିଜିରେ ଥିବା ୧୦ ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତ ଆହତଙ୍କୁ ସର୍ଜରୀ ସ୍ପେସିଆଲିଷ୍ଟ ଓ୍ୱାର୍ଡରେ ରଖାଯାଇଛି।  ଏପଟେ କଟକ ଏସସିବି ଡିଜାଷ୍ଟର ଓ୍ୱାର୍ଡରେ ଭର୍ତ୍ତି ୭ ଗୁରୁତରଙ୍କର ଚିକିତ୍ସା ଚାଲିଛି। ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ସେମାନଙ୍କ ଚିକିତ୍ସା କରୁଛନ୍ତି। ଆନାସ୍ଥେସିଆ, ମେଡିସିନ୍, ସର୍ଜରୀ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ଓ ନ୍ୟୁରୋ ସର୍ଜରୀ ଡାକ୍ତରଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ଗୁରୁତରଙ୍କ ଚିକିତ୍ସା କରୁଛନ୍ତି।

Related story