ବିଚ୍‌ ରାସ୍ତାରେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା

<p>ବାରିପଦା(ଓଡ଼ିଶା ରିପୋର୍ଟର): ବାରିପଦାରେ ବିଚ୍ ରାସ୍ତାରେ ଜଣେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ୧୮ ନମ୍ବର ଜାତୀୟ ରାଜପଥର ପାଳବଣି ନିକଟରେ ବ୍ୟବସାୟୀଙ୍କ ମୃତଦେହ ପଡ଼ିଛି। ମୃତ ବ୍ୟବସାୟୀ ଜଣକ ହେଲେ ଷ୍ଟେସନ ବଜାର ଅଞ୍ଚଳର ପାର୍ଥସାରଥୀ ଦାସ। ଗତକାଲି ରାତିରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତଦେହ ପଡ଼ି ରହିଥିବା ସ୍ଥାନରୁ ପୋଲିସ୍&zwnj; ଏକ ଖୋକା ଜବତ କରିଛି।</p> <p>ବ୍ୟବସାୟିକ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ପୋଲିସ୍&zwnj; ଘଟଣାର ତଦନ୍ତ କରୁଛି।&nbsp;ପାର୍ଥସାରଥୀଙ୍କ ପରିବାର ଲୋକ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି।</p>

Ordigital Desk
  • Published: Friday, 19 January 2018
  • Updated: 19 January 2018, 08:38 AM IST

Sports

Latest News

<p>ବାରିପଦା(ଓଡ଼ିଶା ରିପୋର୍ଟର): ବାରିପଦାରେ ବିଚ୍ ରାସ୍ତାରେ ଜଣେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ୧୮ ନମ୍ବର ଜାତୀୟ ରାଜପଥର ପାଳବଣି ନିକଟରେ ବ୍ୟବସାୟୀଙ୍କ ମୃତଦେହ ପଡ଼ିଛି। ମୃତ ବ୍ୟବସାୟୀ ଜଣକ ହେଲେ ଷ୍ଟେସନ ବଜାର ଅଞ୍ଚଳର ପାର୍ଥସାରଥୀ ଦାସ। ଗତକାଲି ରାତିରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତଦେହ ପଡ଼ି ରହିଥିବା ସ୍ଥାନରୁ ପୋଲିସ୍&zwnj; ଏକ ଖୋକା ଜବତ କରିଛି।</p><p>ବ୍ୟବସାୟିକ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ପୋଲିସ୍&zwnj; ଘଟଣାର ତଦନ୍ତ କରୁଛି।&nbsp;ପାର୍ଥସାରଥୀଙ୍କ ପରିବାର ଲୋକ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos