ଆଜି ରାଜ୍ୟ କ୍ୟାବିନେଟ ବୈଠକ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ବସିବ। ପୂର୍ବାହ୍ନ ୧୦ଟା ୪୫ ମିନିଟରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ  ଏହି ବୈଠକ ଅନୁଷ୍ଠିତ ହେବ । ତେବେ ପ୍ରଥମଥର ପାଇଁ ଭିଡିଓ କନ୍‌ଫରେନସିଂ ଜରିଆରେ ଅନୁଷ୍ଠିତ ହେବ ଏହି କ୍ୟାବିନେଟ୍ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ରହି ଏଥିରେ ଅଧ୍ୟକ୍ଷତା କରିବେ । ଏହି ବୈଠକରେ କରୋନା ଭାଇରସର ମୁକାବିଲା ନେଇ ରାଜ୍ୟ ସରକାର କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାର ସମ୍ଭାବନା ରହିିଛି । […]

naveen-patnik-1-1

Tapaswini Nayak
  • Published: Thursday, 09 April 2020
  • , Updated: 09 April 2020, 07:47 AM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ବସିବ। ପୂର୍ବାହ୍ନ ୧୦ଟା ୪୫ ମିନିଟରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ  ଏହି ବୈଠକ ଅନୁଷ୍ଠିତ ହେବ ।

ତେବେ ପ୍ରଥମଥର ପାଇଁ ଭିଡିଓ କନ୍‌ଫରେନସିଂ ଜରିଆରେ ଅନୁଷ୍ଠିତ ହେବ ଏହି କ୍ୟାବିନେଟ୍ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ରହି ଏଥିରେ ଅଧ୍ୟକ୍ଷତା କରିବେ ।

ଏହି ବୈଠକରେ କରୋନା ଭାଇରସର ମୁକାବିଲା ନେଇ ରାଜ୍ୟ ସରକାର କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାର ସମ୍ଭାବନା ରହିିଛି । କ୍ୟାବିନେଟ୍ ପରେ ଦିନ ୧୧ଟା ୩୦ରେ କରୋନା ସଂକ୍ରାନ୍ତୀୟ ମନ୍ତ୍ରିସ୍ତରୀୟ ବୈଠକ ମଧ୍ୟ ବସିବ।

Related story