ବାଇକ୍‌କୁ ଧକ୍କା ଦେଲା କାର୍‌

ଭଦ୍ରକ (ପାର୍ଥ ସାରଥୀ ନାୟକ): ଭଦ୍ରକ ସ୍ଥିତ ୧୬ ନମ୍ୱର ଜାତୀୟ ରଜପଥର ମଜୁରୀଗଡ଼ିଆ ଛକ ନିକଟରେ ଏକ ବାଇକକୁ କାର୍ ଧକ୍କା ଦେବାରୁ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ପରିଚୟ ମିଳିପାରି ନାହିଁ। ଉଭୟଙ୍କୁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ଭୋରରେ ଏହି ଦୁର୍ଘଟଣା ଘଟିଥିଲା। କାର୍‌ଟି କଟକରୁ ବାଲେଶ୍ୱରକୁ ପିକ୍‌ନିକ୍‌ ପାଇଁ ଯାଉଥିଲା। ଏହି ସମୟରେ ଏକ ବାଇକ୍‌ରେ ଦୁଇ ଜଣ ଯୁବକ ସୋରରୁ କଟକ ଯାଉଥିବା ସମୟରେ ମଜୁରୀଗଡ଼ିଆ […]

accident

accident

Jyoshna Pradhan
  • Published: Sunday, 22 December 2019
  • Updated: 22 December 2019, 03:09 PM IST

Sports

Latest News

ଭଦ୍ରକ (ପାର୍ଥ ସାରଥୀ ନାୟକ): ଭଦ୍ରକ ସ୍ଥିତ ୧୬ ନମ୍ୱର ଜାତୀୟ ରଜପଥର ମଜୁରୀଗଡ଼ିଆ ଛକ ନିକଟରେ ଏକ ବାଇକକୁ କାର୍ ଧକ୍କା ଦେବାରୁ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ପରିଚୟ ମିଳିପାରି ନାହିଁ। ଉଭୟଙ୍କୁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆଜି ଭୋରରେ ଏହି ଦୁର୍ଘଟଣା ଘଟିଥିଲା। କାର୍‌ଟି କଟକରୁ ବାଲେଶ୍ୱରକୁ ପିକ୍‌ନିକ୍‌ ପାଇଁ ଯାଉଥିଲା। ଏହି ସମୟରେ ଏକ ବାଇକ୍‌ରେ ଦୁଇ ଜଣ ଯୁବକ ସୋରରୁ କଟକ ଯାଉଥିବା ସମୟରେ ମଜୁରୀଗଡ଼ିଆ ଛକ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା। ସ୍ଥାନୀୟ ଲୋକେ ଦୁଇ ବାଇକ୍‌ ଆରୋହୀଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି କାର୍‌କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story