ପିଲାରରେ ପିଟି ହେଲା କାର୍‌: ଜଣେ ମୃତ, ୭ ଗୁରୁତର

<p>ବରଗଡ଼: ବରଗଡ଼ ଜିଲ୍ଲା ଭଟଲି ଡବଲିଙ୍ଗ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଏକ କାର ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଏକ ପିଲାରକୁ ଧକ୍କା ଦେଇଥିଲା। ଫଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏହାସହିତ ୭ଜଣ ଗୁରୁତର ଆହତ ହୋଇଛନ୍ତି। ମୃତାହତମାନେ ପର୍ଯ୍ୟଟକ ଛତିଶଗଡ଼ର ରାୟଗଡ଼ ଅମ୍ରିପାଲିର ବୋଲି ସୂଚନା ମିଳିଛି।&nbsp; ଏମାନେ ପୁରୀରୁ ତୀର୍ଥ ସାରି ଘରକୁ ଫେରିବା ବାଟରେ ଏହି ଦୁର୍ଘଟଣା ଘଟିଛି।</p>

Ordigital Desk
  • Published: Monday, 29 January 2018
  • Updated: 29 January 2018, 09:56 AM IST

Sports

Latest News

<p>ବରଗଡ଼: ବରଗଡ଼ ଜିଲ୍ଲା ଭଟଲି ଡବଲିଙ୍ଗ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଏକ କାର ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଏକ ପିଲାରକୁ ଧକ୍କା ଦେଇଥିଲା। ଫଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏହାସହିତ ୭ଜଣ ଗୁରୁତର ଆହତ ହୋଇଛନ୍ତି। ମୃତାହତମାନେ ପର୍ଯ୍ୟଟକ ଛତିଶଗଡ଼ର ରାୟଗଡ଼ ଅମ୍ରିପାଲିର ବୋଲି ସୂଚନା ମିଳିଛି।&nbsp; ଏମାନେ ପୁରୀରୁ ତୀର୍ଥ ସାରି ଘରକୁ ଫେରିବା ବାଟରେ ଏହି ଦୁର୍ଘଟଣା ଘଟିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos