ଚୋରି କାର୍‌ରେ ହୋଇଥିଲା ଲୁଟ୍‌, ନମ୍ୱର ପ୍ଲେଟ୍‌ ବି ନକଲି

ଆଠଗଡ଼ (ନୀଳକଣ୍ଠ ଦୋରା): ସିଏମ୍‌ଏସ୍‌ କ୍ୟାସ୍‌ ଭ୍ୟାନ୍‌ ଲୁଟରେ ବ୍ୟବହାର ହୋଇଥିଲା ଚୋରି କାର୍‌। ଏପରିକି କାର୍‌ର ନମ୍ୱର ପ୍ଲେଟ୍‌ ମଧ୍ୟ ନକଲି। ୧୫ ଦିନ ତଳେ ହୋଇଥିବା ଏକ ଡ଼କାୟତିରେ ଏହି କାର୍‌ ବ୍ୟବହାର ହୋଇଥିଲା। ଆଉ ଗିରଫ ୩ ଅଭିଯୁକ୍ତଙ୍କ ବିରୋଧରେ ୧୫ରୁ ୧୬ଟି ଲେଖାଏଁ ଡକାୟତି, ଚୋରି, ଲୁଟ୍‌ପାଟ ଓ ହତ୍ୟା ଉଦ୍ୟମ ପରି ଅଭିଯୋଗ ରହିଛି ବୋଲି କେନ୍ଦ୍ରାଞ୍ଚର ଆଇଜି ନରସିଂହ ଭୋଳ କହିଛନ୍ତି। କେନ୍ଦ୍ରାଞ୍ଚଳ ଆଇଜିଙ୍କ କହିବା ଅନୁସାରେ ଏସ୍‌ବିଆଇ […]

Car

Car

Manoranjan Sial
  • Published: Tuesday, 12 October 2021
  • Updated: 12 October 2021, 06:47 PM IST

Sports

Latest News

ଆଠଗଡ଼ (ନୀଳକଣ୍ଠ ଦୋରା): ସିଏମ୍‌ଏସ୍‌ କ୍ୟାସ୍‌ ଭ୍ୟାନ୍‌ ଲୁଟରେ ବ୍ୟବହାର ହୋଇଥିଲା ଚୋରି କାର୍‌। ଏପରିକି କାର୍‌ର ନମ୍ୱର ପ୍ଲେଟ୍‌ ମଧ୍ୟ ନକଲି। ୧୫ ଦିନ ତଳେ ହୋଇଥିବା ଏକ ଡ଼କାୟତିରେ ଏହି କାର୍‌ ବ୍ୟବହାର ହୋଇଥିଲା। ଆଉ ଗିରଫ ୩ ଅଭିଯୁକ୍ତଙ୍କ ବିରୋଧରେ ୧୫ରୁ ୧୬ଟି ଲେଖାଏଁ ଡକାୟତି, ଚୋରି, ଲୁଟ୍‌ପାଟ ଓ ହତ୍ୟା ଉଦ୍ୟମ ପରି ଅଭିଯୋଗ ରହିଛି ବୋଲି କେନ୍ଦ୍ରାଞ୍ଚର ଆଇଜି ନରସିଂହ ଭୋଳ କହିଛନ୍ତି।

କେନ୍ଦ୍ରାଞ୍ଚଳ ଆଇଜିଙ୍କ କହିବା ଅନୁସାରେ ଏସ୍‌ବିଆଇ ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବା ପାଇଁ ସିଏମ୍‌ଏସ୍‌ ଭ୍ୟାନ୍‌ର ୪ କର୍ମଚାରୀ ୩ କୋଟି ୫୩ ଲକ୍ଷ ଟଙ୍କା ଧରି ଯାଇଥିଲେ। ସେମାନେ ଖୁଣ୍ଟୁଣି ଓ ଆଗଠଗଡ଼ ଅଞ୍ଚଳରେ ଥିବା ବିଭିନ୍ନ ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିଥିଲେ। ତେବେ ସୋମବାର ଅପରାହ୍ନ ଗୋଟାଏ ବେଳେ ସିଏମ୍‌ଏସ୍‌ ଭ୍ୟାନ୍‌ଟି ତିଗିରିଆ ଅଭିମୁଖେ ଯାଉଥିଲେ। ରାସ୍ତାରେ ଗଲା ବେଳେ ସେମାନଙ୍କୁ ଭୋକ ଲାଗିଥିଲା। ତେଣୁ ସେମାନେ ଏକ ବନ୍ଦ ଢ଼ାବା ପାଖରେ ଗାଡ଼ି ରଖି ସାଥୀରେ ଆଣିଥିବା ଖାଦ୍ୟ ଖାଉଥିଲେ ଭ୍ୟାନ୍‌ର ୪ କର୍ମଚାରୀ। ଏହି ସମୟରେ ୫ ଜଣ ଯୁବକ ସେମାନଙ୍କ ମୁଣ୍ଡରେ ପିସ୍ତଲ ଲଗାଇ କ୍ୟାସ୍‌ ଭ୍ୟାନ୍‌ ଗାଡ଼ି ଚାବି ମାଗିଥିଲେ। ପ୍ରଥମେ ଭ୍ୟାନ୍‌ କର୍ମଚାରୀମାନେ ଗାଡ଼ି ଚାବି ଦେଇନଥିଲେ। ପରେ ଖଣ୍ଡା ଓ ଭୁଜାଲିରେ ଆକ୍ରମଣ କରି ଗାଡ଼ି ଡ୍ରାଇଭରଠାରୁ ସିଏମ୍‌ଏସ୍‌ କ୍ୟାସ୍‌ ଭ୍ୟାନ୍‌ ଚାବି ନେଇଯାଇଥିଲେ ବୋଲି ଶ୍ରୀ ଭୋଳ କହିଥିଲେ।

ସେ କହିଛନ୍ତି, “୫ ଅଭିଯୁକ୍ତ ସିଏମ୍‌ଏସ୍‌ ଭ୍ୟାନ୍‌କୁ ଚଲାଇ ପଳାଇ ଯାଇଥିଲେ। ଆଉ ସେହି ଗାଡ଼ିକୁ ଏକ ଧଳା ରଙ୍ଗର କାର୍‌ରେ ପିଛା କରିଥିଲେ ତାଙ୍କ ସହଯୋଗୀମାନେ। ସିଏମ୍‌ଏସ୍‌ କର୍ମଚାରୀମାନେ ଏନେଇ ଆଠଗଡ଼ ପୁଲିସକୁ ଖବର ଦେଇଥିଲେ। ଆଠଗଡ଼ ଦେବେନ୍ଦ୍ର ନାଥ ମଲ୍ଲିକ ଏନେଇ କଟକ, ଢ଼େଙ୍କାନାଳ ଓ ଅନୁଗୋଳ ପୁଲିସକୁ ଖବର ଦେଇଥିଲେ। ଖବର ପାଇବା ପରେ ତିନି ଜିଲ୍ଲାର ପୁଲିସ ଆଠଗଡ଼କୁ ସଂଯୋଗ କରୁଥିବା ରାସ୍ତାରେ ଯାଉଥିବା ଧଳା ରଙ୍ଗର କାର୍‌କୁ ଯାଞ୍ଚ କରିଥିଲେ।”

ଆଇଜି ନରସିଂହ ଭୋଳ କହିଛନ୍ତି-“ଢ଼େଙ୍କାନାର ସଦର ଥାନା ପୁଲିସ କଟକ-ସମ୍ୱଲପୁର ଏସ୍‌ଏଚ୍‌ରେ ଗାଡ଼ି ଯାଞ୍ଚ କରୁଥିଲେ। ତେବେ ହଠାତ୍‌ ଧଳା ରଙ୍ଗର କାର ଅଧା ରାସ୍ତାରୁ ଫେରି ଯାଇଥିଲା। ଏହା ପରେ ପୁଲିସ ସନ୍ଦେହ କରି ସେହି କାର୍‌କୁ ପିଛା କରିଥିଲା। ଧଳା ରଙ୍ଗର କାର୍‌ଟି ଦ୍ରୁତ ଗତିରେ ଗାଉଁଲି ରାସ୍ତାରେ କାମାକ୍ଷାନଗର ଅଭିମୁଖେ ଯାଇଥିଲା। ପରେ କାର୍‌ଟି ବ୍ରାହ୍ମଣୀ ନଦୀ କୂଳରେ ଅଟକିଥିଲା। ଅଭିଯୁକ୍ତମାନେ କାର ଛାଡ଼ି ଟଙ୍କା ବ୍ୟାଗ ଧରି ପଳାଇବାକୁ ଉଦ୍ୟମ କରିଥିଲେ। ସଦର ଥାନା ପୁଲିସ ଓ ସ୍ଥାନୀୟ ଲୋକେ ୩ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲେ। ପୁଲିସ ସେମାନଙ୍କଠାରୁ କୋଟିଏ ପାଞ୍ଚ ଲକ୍ଷ ଟଙ୍କା ଉଦ୍ଧାର କରିଛି। ଏହାଛଡ଼ା ୪ଟି ପିସ୍ତଲ, ସିଏମ୍‌ଏସ୍‌ ଗାର୍ଡର ବନ୍ଧୁକ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରିଛି। ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନାଁରୁ ୧୫ରୁ ୧୬ଟି ଲେଖାଏଁ ଡକାୟତି, ଚୋରି ଓ ଲୁଟ୍‌ପାଟ, ହତ୍ୟା ଉଦ୍ୟମ ପରି ଅଭିଯୋଗ ରହିଛି। ଏମାନେ ଭୁବନେଶ୍ୱର, କଟକ କମିଶନରେଟ୍‌, ଗ୍ରାମାଞ୍ଚଳ, ଜଗତସିଂହପୁର ଜିଲ୍ଲାରେ ସକ୍ରିୟ ଥିଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story