ମାଡ଼ି ବସିଲା ସିବିଆଇ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ମାଡ଼ି ବସିଲା ସିବିଆଇ। ଲାଞ୍ଚ ନେବା ବେଳେ ସିବିଆଇ ଜାଲରେ ଫସିଗଲେ। ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି ୪ଜଣ । ସେମାନଙ୍କୁ ସିବିଆଇ  ଗିରଫ କରିଛି।  ଜିଏସ୍‌ଟି ଓ ସେଣ୍ଟ୍ରାଲ ଏକ୍ସାଇଜ୍‌ର ୩ ଜଣ ଅଧୀକ୍ଷକ  ଓ ଜଣେ ଲାଞ୍ଚ ଦାତାଙ୍କୁ ସିବିଆଇ ଗିରଫ କରିଛି । ଭୁବନେଶ୍ୱରରେ ଏକ ସ୍କୁଲ ମାମଲାର ସମାଧାନ ପାଇଁ ଏହି ଅଧିକାରୀ ମାନେ ଲାଞ୍ଚ ନେଉଥିବା ସୂଚନା ମିଳିଛି ।

cbi

Tapas Behera
  • Published: Tuesday, 29 December 2020
  • , Updated: 29 December 2020, 06:58 PM IST

Related story