ଭୁବନେଶ୍ୱରରେ ଲାଞ୍ଚ ନେଉଥିବା ବେଳେ ଗିରଫ ହେଲେ ଦିଲ୍ଲୀ EOW କନଷ୍ଟେବଲ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲାଞ୍ଚ ନେଇ ଭୁବନେଶ୍ୱରରୁ ବନ୍ଧା ହେଲେ ଦିଲ୍ଲୀ ଅର୍ଥନୈତିକ ଅପରାଧ ଶାଖା(EOW) କନଷ୍ଟେବଲ୍‌ ଅମିତ ଲାହୁଚା। ତାଙ୍କୁ ଗିରଫ କରିଛି ସିବିଆଇ। ଜନୈକ ବ୍ୟକ୍ତିଙ୍କଠାରୁ ସାଢେ ୪ ଲକ୍ଷ ଲାଞ୍ଚ ନେବାବେଳେ ଗିରଫ କରିଛି ସିବିଆଇ। ୨୦୧୬ ମସିହାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାଁରେ ଭୁବନେଶ୍ୱରରେ ଏକ ଗଣମାଧ୍ୟମ ସଂସ୍ଥ ଫେକ୍‌ ଆକାଉଣ୍ଟ ଖୋଲି ଟଙ୍କା ଆଦାୟ କରୁଥିଲା। ଏହି ଖବର ସାମ୍ନାକୁ ଆସିବା ପରେ ଦିଲ୍ଲୀ EOWରେ ଅଭିଯୋଗ ହୋଇଥିଲା। ଏହା ପରେ […]

EOW

EOW

Manoranjan Sial
  • Published: Sunday, 24 April 2022
  • Updated: 24 April 2022, 04:55 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲାଞ୍ଚ ନେଇ ଭୁବନେଶ୍ୱରରୁ ବନ୍ଧା ହେଲେ ଦିଲ୍ଲୀ ଅର୍ଥନୈତିକ ଅପରାଧ ଶାଖା(EOW) କନଷ୍ଟେବଲ୍‌ ଅମିତ ଲାହୁଚା। ତାଙ୍କୁ ଗିରଫ କରିଛି ସିବିଆଇ। ଜନୈକ ବ୍ୟକ୍ତିଙ୍କଠାରୁ ସାଢେ ୪ ଲକ୍ଷ ଲାଞ୍ଚ ନେବାବେଳେ ଗିରଫ କରିଛି ସିବିଆଇ।

୨୦୧୬ ମସିହାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାଁରେ ଭୁବନେଶ୍ୱରରେ ଏକ ଗଣମାଧ୍ୟମ ସଂସ୍ଥ ଫେକ୍‌ ଆକାଉଣ୍ଟ ଖୋଲି ଟଙ୍କା ଆଦାୟ କରୁଥିଲା। ଏହି ଖବର ସାମ୍ନାକୁ ଆସିବା ପରେ ଦିଲ୍ଲୀ EOWରେ ଅଭିଯୋଗ ହୋଇଥିଲା। ଏହା ପରେ EOW ମାମଲା ରୁଜୁ କରି ଭୁବନେଶ୍ୱର ପିଏମ୍‌ଜିରୁ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଥିଲା। ତେବେ ତାଙ୍କ ସହଯୋଗୀ ଉଦୟନାଥ ସାହୁଙ୍କୁ ସାକ୍ଷୀ ପକାଇଥିଲା। ବିନା କାରଣରେ ତାଙ୍କୁ EOW ସାକ୍ଷୀ ପକାଇଥିବା ଉଦୟନାଥ ଅଭିଯୋଗ କରିଛନ୍ତି।

ତେବେ ଉଦୟନାଥଙ୍କ ନାଁ ସାକ୍ଷୀରୁ ହଟାଇବା ପାଇଁ  EOW ଇନ୍ସପେକ୍ଟର ୧୦ ଲକ୍ଷ ଟଙ୍କା ଦାବି କରୁଥିଲେ। ଏପରିକି ଧମକ ଚମକ ଦେଉଥିଲେ। ଶନିବାର ଉଦୟନାଥ ଏନେଇ ସିବିଆଇରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ଉଦୟନାଥ ସାଢ଼େ ୪ ଲକ୍ଷରେ ଡିଲ୍‌ ରାଜି ହୋଇଥିଲେ। ଏହା ପରେ EOW ଇନ୍ସପେକ୍ଟରଙ୍କ ନିର୍ଦ୍ଦେଶରେ EOW କନଷ୍ଟେବଲ ଅମିତ ଲାହୁଚା ଭୁବନେଶ୍ୱର ଆସିଥିଲେ। ସେ ଆଜି ଲାଞ୍ଚ ଟଙ୍କା ନେଇଉଥିବା ବେଳେ ସାଦା ପୋଷାକରେ ଥିବା ୭ ଜଣିଆ ସିବିଆଇ ଟିମ୍‌ ତାଙ୍କୁ ଗିରଫ କରିଥିଲେ। ଏପରିକି ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଥିଲେ। ଏହା ପରେ EOW ଇନ୍ସପେକ୍ଟରଙ୍କ ଦିଲ୍ଲୀ ସ୍ଥିତ ଘରେ ମଧ୍ୟ ସିବିଆଇ ଚଢ଼ଉ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story