ସିବିଆଇ ରିଟର୍ଣ୍ଣସ୍‌: ଅତନୁ ଓ ଅରୁଣଙ୍କୁ  ନୋଟିସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପୁଣି ଲେଉଟିଲା ସିବିଆଇ। ଦୀର୍ଘ ଦିନର ନିରବତା ପରେ ନିର୍ବାଚନ ସମୟରେ ସକ୍ରିୟ ହୋଇ ଉଠିଛି ସିବିଆଇ। ବହୁଚର୍ଚ୍ଚିତ ଚିଟ୍‌ଫଣ୍ଡ ସ୍କାମ୍‌ ନେଇ ବିଜେଡିର ୨ ବରିଷ୍ଠ ନେତାଙ୍କୁ ନୋଟିସ୍‌ କରିଛି ସିବିଆଇ। ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ଅରୁଣ ସାହୁଙ୍କୁ ସିବିଆଇ ନୋଟିସ୍ କରିଥିବା ଜଣାପଡ଼ିଛି। ସି-ସୋର ଚିଟ୍‌ଫଣ୍ଡ ଲିଙ୍କ୍‌ ନେଇ ଉଭୟଙ୍କୁ ସିବିଆଇ ନୋଟିସ୍‌ କରିଥିବା ସମ୍ବାଦ ସରବରାହ ସଂସ୍ଥା ANI ସୂତ୍ରରୁ ସୂଚନା ମିଳିଛି। ତେବେ ପୂର୍ବରୁ ଏହି […]

atanu-1

atanu-1

Tapas Behera
  • Published: Tuesday, 29 January 2019
  • Updated: 29 January 2019, 07:30 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପୁଣି ଲେଉଟିଲା ସିବିଆଇ। ଦୀର୍ଘ ଦିନର ନିରବତା ପରେ ନିର୍ବାଚନ ସମୟରେ ସକ୍ରିୟ ହୋଇ ଉଠିଛି ସିବିଆଇ। ବହୁଚର୍ଚ୍ଚିତ ଚିଟ୍‌ଫଣ୍ଡ ସ୍କାମ୍‌ ନେଇ ବିଜେଡିର ୨ ବରିଷ୍ଠ ନେତାଙ୍କୁ ନୋଟିସ୍‌ କରିଛି ସିବିଆଇ।

ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ଅରୁଣ ସାହୁଙ୍କୁ ସିବିଆଇ ନୋଟିସ୍ କରିଥିବା ଜଣାପଡ଼ିଛି। ସି-ସୋର ଚିଟ୍‌ଫଣ୍ଡ ଲିଙ୍କ୍‌ ନେଇ ଉଭୟଙ୍କୁ ସିବିଆଇ ନୋଟିସ୍‌ କରିଥିବା ସମ୍ବାଦ ସରବରାହ ସଂସ୍ଥା ANI ସୂତ୍ରରୁ ସୂଚନା ମିଳିଛି। ତେବେ ପୂର୍ବରୁ ଏହି ଚିଟ୍‌ଫଣ୍ଡ ମାମଲାରେ କିଛି ବିଜେଡି ନେତା ଗିରଫ ହୋଇ ବେଲ୍‌ରେ ଆସିଥିବା ବେଳେ ଏକାଧିକ ନେତାଙ୍କୁ ଜେରା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story