ପୁଣି ସିବିଆଇରେ ହାଜର ହେଲେ ଯୁବ କଂଗ୍ରେସ ସଭାପତି ରଜତ ଚୌଧୁରୀ

ଭୁବନେଶ୍ୱର: ଏଟି ଚିଟ୍‌ଫଣ୍ଡ୍‌ ଲିଙ୍କ୍‌ ନେଇ ଆଜି ପୁଣି ସିବିଆଇ ନିକଟରେ ହାଜର ହୋଇଛନ୍ତି ରାଜ୍ୟ ଯୁବ କଂଗ୍ରେସ ସଭାପତି ରଜତ ଚୌଧୁରୀ। ଆଜିକୁ ମିଶାଇ ଚତୁର୍ଥ ଥର ପାଇଁ ସେ ସିବିଆଇରେ ହାଜର ହୋଇଛନ୍ତି। ସିବିଆଇ ଅଧିକାରୀମାନେ ତାଙ୍କୁ ୩ ଘଣ୍ଟା ଧରି ଜେରା କରିଥିଲେ। ଗତକାଲି ସେ ଏଟି ଚିଟଫଣ୍ଡ  କମ୍ପାନୀ ସହ ଲିଙ୍କ୍ ଅଭିଯୋଗରେ ସିବିଆଇ ନିକଟରେ ହାଜର ହୋଇଥିଲେ। ସିବିଆଇ ରଜତଙ୍କୁ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ପଚରାଉଚରା କରିଥିଲା। […]

rajata

Rakesh Mallick
  • Published: Tuesday, 26 April 2016
  • , Updated: 26 April 2016, 10:07 AM IST

ଭୁବନେଶ୍ୱର: ଏଟି ଚିଟ୍‌ଫଣ୍ଡ୍‌ ଲିଙ୍କ୍‌ ନେଇ ଆଜି ପୁଣି ସିବିଆଇ ନିକଟରେ ହାଜର ହୋଇଛନ୍ତି ରାଜ୍ୟ ଯୁବ କଂଗ୍ରେସ ସଭାପତି ରଜତ ଚୌଧୁରୀ। ଆଜିକୁ ମିଶାଇ ଚତୁର୍ଥ ଥର ପାଇଁ ସେ ସିବିଆଇରେ ହାଜର ହୋଇଛନ୍ତି। ସିବିଆଇ ଅଧିକାରୀମାନେ ତାଙ୍କୁ ୩ ଘଣ୍ଟା ଧରି ଜେରା କରିଥିଲେ।

ଗତକାଲି ସେ ଏଟି ଚିଟଫଣ୍ଡ  କମ୍ପାନୀ ସହ ଲିଙ୍କ୍ ଅଭିଯୋଗରେ ସିବିଆଇ ନିକଟରେ ହାଜର ହୋଇଥିଲେ। ସିବିଆଇ ରଜତଙ୍କୁ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ପଚରାଉଚରା କରିଥିଲା। ଅର୍ଥତତ୍ତ୍ୱ ସହ ଅର୍ଥ କାରବାର ଲିଙ୍କ୍ ନେଇ ତାଙ୍କୁ ପଚରାଉଚରା କରାଯାଇଥିବା ସିବିଆଇ ସୂତ୍ରରୁ ଜଣାପଡ଼ିଛି।

Related story