୨୮ରେ ସିବିଏସ୍‌ଇ ଦ୍ୱାଦଶ ରେଜଲ୍ଟ

ଭୁବନେଶ୍ୱର: ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା ଫଳ ଆସନ୍ତା ୨୮ ତାରିଖରେ ପ୍ରକାଶ ପାଇଛି। ପରୀକ୍ଷାଫଳ cbse.nic.in, cbseresults.nic.in, results.nic.in ୱେବସାଇଟ୍‌ରେ ଉପଲବ୍ଧ ହେବ। ଚଳିତବର୍ଷ ପାଖାପାଖି ୧୧ ଲକ୍ଷ  ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।  

cbse-result3

Rakesh Mallick
  • Published: Friday, 26 May 2017
  • , Updated: 26 May 2017, 10:29 PM IST

Related story