ଆମ ପରୀକ୍ଷା ହେବ ନା ହେବନି?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ ‘କରୋନା’ ସଂକ୍ରମଣକୁ ଦେଖି ଜୁଲାଇ ୧ରୁ ୧୫ ତାରିଖ ଭିତରେ ହେବାକୁ ଦଶମ ଓ ଯୁକ୍ତ ଦୁଇର ବାକି ପରୀକ୍ଷା ବାତିଲ କଲେ ଉଭୟ CBSE ଓ ICSE। ଏହି ନିଷ୍ପତ୍ତି ପରେ ଯୁକ୍ତ ଦୁଇର ବାକି ପରୀକ୍ଷା ସମ୍ପର୍କରେ ଓଡ଼ିଶା ସରକାର କି ନିଷ୍ପତ୍ତି ନେଉଛନ୍ତି? ଏବେ ତାହା ଉପରେ ସମସ୍ତଙ୍କର ନଜର ରହିଛି। ଜୁଲାଇ ୧ରୁ ୧୫ ତାରିଖ ମଧ୍ୟରେ ହେବାକୁ ଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀର ବାକିଥିବା […]

plus-two

plus-two

Manoranjan Sial
  • Published: Thursday, 25 June 2020
  • Updated: 25 June 2020, 08:17 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ ‘କରୋନା’ ସଂକ୍ରମଣକୁ ଦେଖି ଜୁଲାଇ ୧ରୁ ୧୫ ତାରିଖ ଭିତରେ ହେବାକୁ ଦଶମ ଓ ଯୁକ୍ତ ଦୁଇର ବାକି ପରୀକ୍ଷା ବାତିଲ କଲେ ଉଭୟ CBSE ଓ ICSE। ଏହି ନିଷ୍ପତ୍ତି ପରେ ଯୁକ୍ତ ଦୁଇର ବାକି ପରୀକ୍ଷା ସମ୍ପର୍କରେ ଓଡ଼ିଶା ସରକାର କି ନିଷ୍ପତ୍ତି ନେଉଛନ୍ତି? ଏବେ ତାହା ଉପରେ ସମସ୍ତଙ୍କର ନଜର ରହିଛି।

ଜୁଲାଇ ୧ରୁ ୧୫ ତାରିଖ ମଧ୍ୟରେ ହେବାକୁ ଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀର ବାକିଥିବା ସମସ୍ତ ପରୀକ୍ଷାକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛି CBSE। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଏନେଇ ସୁପ୍ରିମକୋର୍ଟଙ୍କୁ ଅବଗତ କରିଛନ୍ତି ସଲିସିଟର ଜେନେରାଲ। ତେବେ ପୂର୍ବ ତିନିଟି ପରୀକ୍ଷାର ପ୍ରଦର୍ଶନ ଆଧାରରେ ଛାତ୍ରଛାତ୍ରୀଙ୍କୁ ମାର୍କ ଦିଆଯିବ। ସେହିପରି ଜୁଲାଇ ୧୫ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ଘୋଷଣା କରିଛି CBSE। ତେବେ ଯେଉଁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ଚାହିଁବେ, ମହାମାରୀ ସ୍ଥିତି ସୁଧୁରିବା ପରେ ସେମାନେ ଅବଶିଷ୍ଟ ବିଷୟଗୁଡିର ପରୀକ୍ଷା ଦେଇପାରିବେ। ହେଲେ ୧୦ମ ଶ୍ରେଣୀ ପିଲାଙ୍କୁ ଏହି ବିକଳ୍ପ ମିଳିବ ନାହିଁ।

CBSE ଭଳି ICSE ବୋର୍ଡ ମଧ୍ୟ ଏହାର ଦଶମ ଓ ଦ୍ୱାଦଶ ଶ୍ରେଣୀର ସମସ୍ତ ପରୀକ୍ଷା ବାତିଲ କରିଛି। ତେବେ CBSE ଦ୍ୱାଦଶ ଭଳି ICSE ପିଲାଙ୍କୁ ପରେ ପରୀକ୍ଷା ଦେବା ବିକଳ୍ପ ମିଳିବ ନାହିଁ। ଏପଟେ ଜାତୀୟ ସ୍ତରରେ ଦୁଇ ପ୍ରମୁଖ ବୋର୍ଡ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ ଭଳି ବଡ଼ ନିଷ୍ପତ୍ତି ନେବା ପରେ ଆମ ରାଜ୍ୟର ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପରୀକ୍ଷା ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ। କହିଛନ୍ତି ଏନେଇ ବିଭାଗର ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଣାଇ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବ।

‘କରୋନା’ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନଥିବା ଓ ବିଭିନ୍ନ ରାଜ୍ୟ ପରୀକ୍ଷା ଆୟୋଜନ ପାଇଁ ଅସମର୍ଥତା ପ୍ରକାଶ କରିବାରୁ ଏହା ଅନୁଯାୟୀ ପରୀକ୍ଷା ବାତିଲ ନେଇ ସୁପ୍ରିମକୋର୍ଟଙ୍କୁ ଜଣାଇଛି CBSE। ତେବେ ଆଜିର ଶୁଣାଣି ବେଳେ CBSEର ଦ୍ୱାଦଶ ଶ୍ରେଣୀ ଲାଗି ପରୀକ୍ଷାର ବିକଳ୍ପ, ଫଳ ପ୍ରକାଶନ, ବିଭିନ୍ନ ରାଜ୍ୟ ବୋର୍ଡ ପରୀକ୍ଷା ଓ ନୂଆ ଶିକ୍ଷାବର୍ଷ ଆରମ୍ଭ ଆଦି ଦିଗ କିଛି ସ୍ପଷ୍ଟତା ନଥିବାରୁ ଏ ସମ୍ପର୍କରେ ଅଧିକ ତଥ୍ୟ ମାଗିଛନ୍ତି କୋର୍ଟ। ସେହିଭଳି ପରୀକ୍ଷା ଓ ଇଣ୍ଟରନାଲ ଆସେସମେଣ୍ଟ ବିକଳ୍ପ ଭିତରେ ପାର୍ଥକ୍ୟ କଣ ସୁପ୍ରିମକୋର୍ଟ ଜାଣିବାକୁ ଚାହିଁଥିବାରୁ ଆଜି ପରୀକ୍ଷା ବାତିଲ ଅର୍ଡର ପାସ୍‌ କରିନାହାନ୍ତି। ଏସଂପର୍କରେ ଆସନ୍ତାକାଲି ପୁଣି ଶୁଣାଣି ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story