ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ପ୍ରସଙ୍ଗ: ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର: ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟକୁ ନେଇ ବିବାଦ ଥମି ନ ଥିବା ବେଳେ ଘଟିଛି ଏକ ଅଘଟଣ। ଏହି ସମସ୍ୟାକୁ ନେଇ ଜଣେ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଛାତ୍ରୀ ଜଣଙ୍କ ହେଲେ ଲିଲିପା ପ୍ରିୟଦର୍ଶନୀ ବଳ। ସେ ଏକାଥରକେ ୧୭ଟି ଟାବଲେଟ ଖାଇ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ଭୁବନେଶ୍ୱରରେ ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

cbse

Rakesh Mallick
  • Published: Monday, 12 June 2017
  • , Updated: 12 June 2017, 05:08 PM IST

Related story