ସିଇସି ବୈଠକରେ ଖଣିଜ ଉତ୍ତୋଳନ ଓ ପରିବହନ ନେଇ ଓଡ଼ିଶା ପକ୍ଷରୁ ଉପସ୍ଥାପିତ ମୋବାଇଲ ଆପ୍ଲିକେସନକୁ ପ୍ରଶଂସା

ଭୁବନେଶ୍ୱର: ସଂଶୋଧିତ ଏମ୍ଏମଡିଆର୍ ଆକ୍ଟ ଅନୁସାରେ ରାଜ୍ୟର ୧୨ଟି ଖଣିର ନିଲାମୀ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ଆଜି ଦିଲ୍ଲୀରେ ବସିଥିବା କୋର୍ଡିନେସନ କମ୍ ଏମ୍ପାୱାର୍ଡ କମିଟି ବା ସିଇସି ବୈଠକ ପରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଖଣି ନିର୍ଦ୍ଦେଶକ। ଓଡ଼ିଶାର ଖଣି ନିଲାମୀ ସ୍ଥିତି ସମ୍ପର୍କରେ ସେ ବୈଠକରେ ତଥ୍ୟ ରଖିଥିଲେ। ଖଣିଜ ଉତ୍ତୋଳନ ଓ ପରିବହନ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ମୋବାଇଲ ଆପ୍ଲିକେସନ ଉପସ୍ଥାପନ କରାଯାଇଥିଲା। ଯାହାକୁ ବୈଠକରେ ଉଚ୍ଚ ପ୍ରଶଂସା […]

kani

kani

Rakesh Mallick
  • Published: Tuesday, 15 December 2015
  • Updated: 15 December 2015, 02:11 PM IST

Sports

Latest News

ଭୁବନେଶ୍ୱର: ସଂଶୋଧିତ ଏମ୍ଏମଡିଆର୍ ଆକ୍ଟ ଅନୁସାରେ ରାଜ୍ୟର ୧୨ଟି ଖଣିର ନିଲାମୀ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ଆଜି ଦିଲ୍ଲୀରେ ବସିଥିବା କୋର୍ଡିନେସନ କମ୍ ଏମ୍ପାୱାର୍ଡ କମିଟି ବା ସିଇସି ବୈଠକ ପରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଖଣି ନିର୍ଦ୍ଦେଶକ। ଓଡ଼ିଶାର ଖଣି ନିଲାମୀ ସ୍ଥିତି ସମ୍ପର୍କରେ ସେ ବୈଠକରେ ତଥ୍ୟ ରଖିଥିଲେ। ଖଣିଜ ଉତ୍ତୋଳନ ଓ ପରିବହନ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ମୋବାଇଲ ଆପ୍ଲିକେସନ ଉପସ୍ଥାପନ କରାଯାଇଥିଲା। ଯାହାକୁ ବୈଠକରେ ଉଚ୍ଚ ପ୍ରଶଂସା କରାଯିବା ସହ ସବୁ ରାଜ୍ୟରେ ଏହାକୁ ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି। ରାଜ୍ୟ ସରକାର ୫୪ଟି ଖଣିର ଲିଜ୍ ଅବଧି ବୃଦ୍ଧି କରିଥିବା ବେଳେ ଅନ୍ୟ ଖଣିର ଲିଜ୍ ଅବଧି ବଢାଇବା ଲାଗି ପ୍ରକ୍ରିୟା ଜାରି ରଖିଥିବା ଖଣି ନିର୍ଦ୍ଦେଶକ କହିଛନ୍ତି।

ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୧୨ଟି ଖଣି ନିଲାମ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଶେଷ କରିଛନ୍ତି। ଏଥିମଧ୍ୟରୁ ୧୦ଟିର  ଡିଜିପିଏସ୍ ସର୍ଭେ ସରିଛି। ସେହିପରି ଜିଓଲୋଜିକାଲ ରିପୋର୍ଟ ଓ ମ୍ୟାପ୍ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି। ନିଲାମୀ ଲାଗି ଟ୍ରାନଜାକସନ ଆଡଭାଇଜର ଓ ଅକ୍ସନ ପ୍ଲାଟଫର୍ମ ଚୂଡ଼ାନ୍ତ ହୋଇଛି। ଆସନ୍ତାକାଲି ଏ ନେଇ ବୁଝାମଣା କରାଯିବ ବୋଲି ରାଜ୍ୟ ଖଣି ନିର୍ଦ୍ଦେଶକ ଦୀପକ ମହାନ୍ତି କହିଛନ୍ତି।

ରାଜ୍ୟରେ ଖଣି ନିଲାମୀ ଲାଗି ଦୁଇଟି ଟେଣ୍ଡର ଡକ୍ୟୁମେଣ୍ଟ ପ୍ରସ୍ତୁତ ହୋଇସାରିଛି। ଏଥିମଧ୍ୟରୁ ଗୋଟିକ ପାଇଁ କେନ୍ଦ୍ରର ଅନୁମୋଦନ ମଗାଯାଇଥିବା ଖଣି ନିର୍ଦ୍ଦେଶକ କହିଛନ୍ତି। ଡିସେମ୍ୱର ସୁଦ୍ଧା ଏ ନେଇ ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ସେହିପରି ଡିଷ୍ଟ୍ରିକ୍ଟ ମିନେରାଲ ଫାଉଣ୍ଡେସନ- ଡିଏମଏଫ୍ ଓ ନ୍ୟାସନାଲ ମିନେରାଲ ଏକ୍ସପ୍ଲୋରେସନ ଟ୍ରଷ୍ଟ ବାବଦ ଅର୍ଥ ରୟାଲଟି ସହ ଅନଲାଇନରେ ଆଦାୟ କରାଯିବ ବୋଲି ଓଡ଼ିଶା କେନ୍ଦ୍ରକୁ ଜଣାଇଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story