କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ଉତ୍ସବ ମନାଇଲେ ଏହି ଜିଲ୍ଲାବାସୀ

ଝାରସୁଗୁଡ଼ା(ଭାଗିରଥୀ ସାହୁ): ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଜମ୍ମୁ-କଶ୍ମୀରରେ ଲାଗୁ ହେଉଥିବା ଧାରା ୩୭୦କୁ ଉଚ୍ଛେଦ କରାଯିବା ସମ୍ପର୍କରେ ଆଜି ରାଜ୍ୟସଭାରେ ଘୋଷଣା କରିଛନ୍ତି। ଏହାଦ୍ୱାରା ଜମ୍ମୁ-କଶ୍ମୀରକୁ ଆଉ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ମିଳିବ ନାହିଁ। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଝାରସୁଗୁଡ଼ାବାସୀ ସ୍ୱାଗତ କରିଛନ୍ତି। ସହରର ଝଣ୍ଡା ଛକରେ ବିଜେପି କର୍ମୀ ଓ ସହରବାସୀ ବାଣ ଫୁଟାଇ ତଥା ପରସ୍ପରକୁ ମିଠା ଖୁଆଇ ଉତ୍ସବ ପାଳନ କରିଛନ୍ତି। ଫଳରେ ସପ୍ତାହେ ବ୍ୟାପୀ ଜାମ୍ମୁ-କାଶ୍ମୀରରେ ଲାଗି ରହିଥିବା […]

jharsuguda

jharsuguda

Jyoshna Pradhan
  • Published: Monday, 05 August 2019
  • Updated: 05 August 2019, 02:43 PM IST

ଝାରସୁଗୁଡ଼ା(ଭାଗିରଥୀ ସାହୁ): ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଜମ୍ମୁ-କଶ୍ମୀରରେ ଲାଗୁ ହେଉଥିବା ଧାରା ୩୭୦କୁ ଉଚ୍ଛେଦ କରାଯିବା ସମ୍ପର୍କରେ ଆଜି ରାଜ୍ୟସଭାରେ ଘୋଷଣା କରିଛନ୍ତି। ଏହାଦ୍ୱାରା ଜମ୍ମୁ-କଶ୍ମୀରକୁ ଆଉ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ମିଳିବ ନାହିଁ।

କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଝାରସୁଗୁଡ଼ାବାସୀ ସ୍ୱାଗତ କରିଛନ୍ତି। ସହରର ଝଣ୍ଡା ଛକରେ ବିଜେପି କର୍ମୀ ଓ ସହରବାସୀ ବାଣ ଫୁଟାଇ ତଥା ପରସ୍ପରକୁ ମିଠା ଖୁଆଇ ଉତ୍ସବ ପାଳନ କରିଛନ୍ତି।

ଫଳରେ ସପ୍ତାହେ ବ୍ୟାପୀ ଜାମ୍ମୁ-କାଶ୍ମୀରରେ ଲାଗି ରହିଥିବା କଳ୍ପନାଜଳ୍ପନା ଏବଂ ଅନିଶ୍ଚିତତାର ଅବସାନ ହୋଇଛି। କ୍ୟାବିନେଟ ବୈଠକରେ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଗୃହରେ ଘୋଷଣା କରିବା ପରେ ବିରୋଧୀମାନେ ପ୍ରବଳ ହଟ୍ଟଗୋଳ କରିଥିଲେ। ଏହି ସଙ୍କଳ୍ପକୁ ରାଷ୍ଟ୍ରପତି ମଞ୍ଜୁରୀ ପ୍ରଦାନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story