କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ମାଧ୍ୟମରେ ନେଣଦେଣ ପ୍ରସ୍ତାବ ଦେଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ବିମୁଦ୍ରାକରଣ ଯୋଗୁଁ ଚାଷୀ ଓ ଗରିବ ଲୋକଙ୍କ ଜୀବନ ପ୍ରଭାବିତ ହେଉଛି। ବିଶେଷକରି ଚାଷୀମାନେ ଖରିଫ୍‌ ଧାନ ବିକ୍ରି କରିପାରୁ ନାହାନ୍ତି। ଦୁର୍ଗମ ଅଞ୍ଚଳର ଲୋକେ ଟଙ୍କା ବଦଳ କରିପାରୁ ନାହାନ୍ତି। ଚାଷୀଙ୍କ ଦୁଃଖକୁ ହୃଦୟଙ୍ଗମ କରି କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ମାଧ୍ୟମରେ ନେଣଦେଣ ବ୍ୟବସ୍ଥା କରିବାକୁ ଓଡ଼ିଶା ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ ଆଜି ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ କ୍ୟାବିନେଟ୍‌ ସଚିବଙ୍କୁ ପ୍ରସ୍ତାବ ଦେଇଛନ୍ତି। ଏହାଛଡ଼ା ମାଓ ପ୍ରବଣ ଓ ଦୁର୍ଗମ ଅଞ୍ଚଳରେ […]

aditya-padhy

Rakesh Mallick
  • Published: Thursday, 17 November 2016
  • , Updated: 17 November 2016, 09:18 PM IST

ଭୁବନେଶ୍ୱର: ବିମୁଦ୍ରାକରଣ ଯୋଗୁଁ ଚାଷୀ ଓ ଗରିବ ଲୋକଙ୍କ ଜୀବନ ପ୍ରଭାବିତ ହେଉଛି। ବିଶେଷକରି ଚାଷୀମାନେ ଖରିଫ୍‌ ଧାନ ବିକ୍ରି କରିପାରୁ ନାହାନ୍ତି। ଦୁର୍ଗମ ଅଞ୍ଚଳର ଲୋକେ ଟଙ୍କା ବଦଳ କରିପାରୁ ନାହାନ୍ତି। ଚାଷୀଙ୍କ ଦୁଃଖକୁ ହୃଦୟଙ୍ଗମ କରି କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ମାଧ୍ୟମରେ ନେଣଦେଣ ବ୍ୟବସ୍ଥା କରିବାକୁ ଓଡ଼ିଶା ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ ଆଜି ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ କ୍ୟାବିନେଟ୍‌ ସଚିବଙ୍କୁ ପ୍ରସ୍ତାବ ଦେଇଛନ୍ତି। ଏହାଛଡ଼ା ମାଓ ପ୍ରବଣ ଓ ଦୁର୍ଗମ ଅଞ୍ଚଳରେ ବଡ଼ ନୋଟ୍‌ ପ୍ରଚଳନ ପାଇଁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି।

Related story