୨ଟି ଜାତୀୟ ରାଜପଥ ପାଇଁ ୮୨୨ କୋଟି ଟଙ୍କା ମଞ୍ଜୁର କଲା କେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ୨ଟି ଜାତୀୟ ରାଜପଥର ସମ୍ପ୍ରସାରଣ ପାଇଁ କେନ୍ଦ୍ର ସରକାର ୮୨୨.୬୨କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିଶ ଗଡ଼କରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ ଆଜି କହିଛନ୍ତି ଯେ, ଜାତୀୟ ରାଜପଥ ନମ୍ବର ୨୦ ଓ ୩୨୬ର ସମ୍ପ୍ରସାରଣ ନିମନ୍ତେ ଏହି ଅର୍ଥ ମଞ୍ଜୁର କରାଯାଇଛି। ୨୦ ନମ୍ବର ଜାତୀୟ ରାଜପଥର କୁଆଖିଆଠାରୁ ମଙ୍ଗଳପୁର ପର୍ଯ୍ୟନ୍ତ ରାସ୍ତାର ସମ୍ପ୍ରସାରଣ ଓ […]

road

road

Ordigital Desk
  • Published: Saturday, 02 April 2022
  • Updated: 02 April 2022, 09:13 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ୨ଟି ଜାତୀୟ ରାଜପଥର ସମ୍ପ୍ରସାରଣ ପାଇଁ କେନ୍ଦ୍ର ସରକାର ୮୨୨.୬୨କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିଶ ଗଡ଼କରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ ଆଜି କହିଛନ୍ତି ଯେ, ଜାତୀୟ ରାଜପଥ ନମ୍ବର ୨୦ ଓ ୩୨୬ର ସମ୍ପ୍ରସାରଣ ନିମନ୍ତେ ଏହି ଅର୍ଥ ମଞ୍ଜୁର କରାଯାଇଛି। ୨୦ ନମ୍ବର ଜାତୀୟ ରାଜପଥର କୁଆଖିଆଠାରୁ ମଙ୍ଗଳପୁର ପର୍ଯ୍ୟନ୍ତ ରାସ୍ତାର ସମ୍ପ୍ରସାରଣ ଓ ସୁଦୃଢ଼ୀକରଣ ପାଇଁ ୬୩୬.୧୦କୋଟି ଟଙ୍କାର ବ୍ୟୟବରାଦକୁ ମଞ୍ଜୁରୀ ଦିଆଯାଇଛି । କୁଆଖିଆରୁ ମଙ୍ଗଳପୁର ପର୍ଯ୍ୟନ୍ତ ରାସ୍ତାକୁ ୪ ଲେନକୁ ସମ୍ପ୍ରସାରଣ କରାଯିବ ଏଥିପାଇଁ ଆବଶ୍ୟକ ଜମି ମଧ୍ୟ ଅଧିଗ୍ରହଣ ନିମନ୍ତେ ଏହି ବଜେଟରେ ବ୍ୟୟବରାଦ ହୋଇଛି ।

ସେହିପରି ୩୨୬ ନମ୍ବର ଜାତୀୟ ରାଜପଥରେ ଧଉଁଗାରୁ ପଦମାରୀ ପର୍ଯ୍ୟନ୍ତ ରାସ୍ତାର ୨ଲେନକୁ ସମ୍ପ୍ରସାରଣ କରିବା ପାଇଁ ୧୮୬.୫୨କୋଟି ଟଙ୍କା ବଜେଟ୍ ବ୍ୟୟବରାଦ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story