ମହାକାଳପଡ଼ାରେ ସିଏଏ ପାଇଁ ସମାବେଶ, ଅପପ୍ରଚାର କରୁଛନ୍ତି ବିରୋଧୀ : କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଦେଶବ୍ୟାପୀ ଉତ୍ତେଜନା ଲାଗି ରହିଥିବାବେଳେ ବିଜେପି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆଜି କେନ୍ଦ୍ରାପଡ଼ା ଜିଲ୍ଲାର ଶରଣାର୍ଥୀ ବହୁଳ ମହାକାଳପଡ଼ାଠାରେ ବିଜେପି ଏକ ବିଶାଳ ସମାବେଶ କରି ବିରୋଧୀ ଦଳଗୁଡ଼ିକ ଦ୍ୱାରା ଯେଉଁ ଗୁଜବ ପ୍ରଚାର ଚାଲିଛି ସେଥିରେ କୌଣସି ସତ୍ୟତା ନାହିଁ ବୋଲି କହିଛି। ସଂଖ୍ୟାଲଘୁ ବର୍ଗର ଶରଣାର୍ଥୀଙ୍କୁ ନାଗରିକତ୍ୱ ପ୍ରଦାନ କରିବା ସିଏଏର ମୁଖ୍ୟ ଲକ୍ଷ୍ୟ ବୋଲି ମହାକାଳପଡ଼ାରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଫଗନ ସିଂ […]

b-76

b-76

Tapas Behera
  • Published: Sunday, 05 January 2020
  • Updated: 05 January 2020, 09:28 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଦେଶବ୍ୟାପୀ ଉତ୍ତେଜନା ଲାଗି ରହିଥିବାବେଳେ ବିଜେପି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆଜି କେନ୍ଦ୍ରାପଡ଼ା ଜିଲ୍ଲାର ଶରଣାର୍ଥୀ ବହୁଳ ମହାକାଳପଡ଼ାଠାରେ ବିଜେପି ଏକ ବିଶାଳ ସମାବେଶ କରି ବିରୋଧୀ ଦଳଗୁଡ଼ିକ ଦ୍ୱାରା ଯେଉଁ ଗୁଜବ ପ୍ରଚାର ଚାଲିଛି ସେଥିରେ କୌଣସି ସତ୍ୟତା ନାହିଁ ବୋଲି କହିଛି। ସଂଖ୍ୟାଲଘୁ ବର୍ଗର ଶରଣାର୍ଥୀଙ୍କୁ ନାଗରିକତ୍ୱ ପ୍ରଦାନ କରିବା ସିଏଏର ମୁଖ୍ୟ ଲକ୍ଷ୍ୟ ବୋଲି ମହାକାଳପଡ଼ାରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଫଗନ ସିଂ କୁଲସ୍ତେ କହିଛନ୍ତି। ଏପଟେ ପୁରୀଠାରେ ବରିଷ୍ଠ ବିଜେପି ନେତା ରାଜୀବ ପ୍ରତାପ ରୁଡ଼ି ମଧ୍ୟ ସିଏଏ ସମର୍ଥନରେ ଲୋକଙ୍କ ମଧ୍ୟରେ ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ଆଜି ମହାକାଳପଡ଼ାଠାରେ ଆୟୋଜିତ ସମାବେଶକୁ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ କୁଲସ୍ତେ କହିଛନ୍ତି ଯେ, ସିଏଏ ହେଉଛି ନାଗରିକତ୍ୱ ଦେବା ଆଇନ। କାହାରି ନାଗରିକତ୍ୱ ଛଡ଼ାଇବାର ଆଇନ ନୁହେଁ। ଭାରତ ବିଭାଜନ ପରେ ନିଜ ନିଜ ଦେଶର ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ନେହରୁ- ଲିଆକତଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଥିଲା। ସେହି ଚୁକ୍ତି ଆଧାରରେ ଭାରତ ସରକାର ୨୦୧୪ ଡିସେମ୍ବର ୩୧ ତାରିଖ ସୁଦ୍ଧା ଧାର୍ମିକ ଉତ୍ପୀଡ଼ନର ଶିକାର ହୋଇ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଆସିଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ଇସାଇ ଏବଂ ପାର୍ସୀ ଶରଣାର୍ଥୀଙ୍କୁ ସିଏଏ ମାଧ୍ୟମରେ ନାଗରିକତା ପ୍ରଦାନ କରିବେ।

ଭାରତରେ ବସବାସ କରୁଥିବା ଶରଣାର୍ଥୀମାନଙ୍କୁ ସେମାନଙ୍କର ଅଧିକାର ଦେବା ପାଇଁ ଏହି ଆଇନ କାର୍ଯ୍ୟ କରିବ। ଓଡ଼ିଶାର ଯେତେ ସଂଖ୍ୟାଲଘୁ ଶରଣାର୍ଥୀ ଅଛନ୍ତି ସମସ୍ତଙ୍କୁ ସମସ୍ତ ଅଧିକାର ସ୍ଥାୟୀ ଭାବେ ପ୍ରଦାନ କରାଯିବ। ଶ୍ରୀ କୁଲସ୍ତେ ବିରୋଧୀ ଦଳଗୁଡ଼ିକର ଗୁଜବ ଓ ଅପପ୍ରଚାରକୁ ବିଶ୍ୱାସ ନକରିବା ପାଇଁ କହିଛନ୍ତି। ଏହି ଗସ୍ତ ସମୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ କୁଲସ୍ତେ ମହାକାଳପଡ଼ାର ୨ଟି ଶରଣାର୍ଥୀ ପରିବାର ନିକଟକୁ ଯାଇ ଏହି ଆଇନ ସଂପର୍କରେ ସଚେତନ କରାଇଥିଲେ।

ସୂଚନାଯୋଗ୍ୟ ବିଜେପି ଆସନ୍ତା ୧୫ଦିନ ମଧ୍ୟରେ ରାଜ୍ୟର ପ୍ରାୟ ଏକ କୋଟି ପରିବାର ପାଖକୁ ଯାଇ ସିଏଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story