ବରଗଡ଼ରେ କେନ୍ଦ୍ର ମନ୍ତ୍ରୀଙ୍କ ଗାଡ଼ି ଭଙ୍ଗାରୁଜା ଘଟଣା: ତଦନ୍ତ ରିପୋର୍ଟ ଦେଲେ ଆର୍‌ଡିସି

ଭୁବନେଶ୍ୱର: ବରଗଡ଼ରେ କେନ୍ଦ୍ର ମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କ ଗାଡ଼ି ଉପରକୁ ହୋଇଥିବା ଆକ୍ରମଣ ଘଟଣାର ତଦନ୍ତ କରି ଗୃହ ବିଭାଗକୁ ରିପୋର୍ଟ ପ୍ରଦାନ କରିଛନ୍ତି ଉତ୍ତରାଞ୍ଚଳ ଆର୍‌ଡିସି ଭାସ୍କରଜ୍ୟୋତି ଶର୍ମା। ଗତ ଜୁନ୍ ୨୪ ତାରିଖରେ ଗଙ୍ଗୱାର ବରଗଡ଼ ଗସ୍ତରେ ଆସିଥିବା ବେଳେ ତାଙ୍କ ଗାଡ଼ି ଉପରକୁ ଆକ୍ରମଣ କରାଯାଇଥିଲା। ବିଜେଡି କର୍ମୀମାନେ ତାଙ୍କୁ କଳାପତାକା ଦେଖାଇବା ସହିତ ତାଙ୍କ ଗାଡ଼ି ଭଙ୍ଗାରୁଜା କରିଥିଲେ। ଜୁନ୍ ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାର ଆର୍‌ଡିସି […]

bhaskarsharma

Rakesh Mallick
  • Published: Wednesday, 31 August 2016
  • , Updated: 31 August 2016, 11:08 AM IST

ଭୁବନେଶ୍ୱର: ବରଗଡ଼ରେ କେନ୍ଦ୍ର ମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କ ଗାଡ଼ି ଉପରକୁ ହୋଇଥିବା ଆକ୍ରମଣ ଘଟଣାର ତଦନ୍ତ କରି ଗୃହ ବିଭାଗକୁ ରିପୋର୍ଟ ପ୍ରଦାନ କରିଛନ୍ତି ଉତ୍ତରାଞ୍ଚଳ ଆର୍‌ଡିସି ଭାସ୍କରଜ୍ୟୋତି ଶର୍ମା।

ଗତ ଜୁନ୍ ୨୪ ତାରିଖରେ ଗଙ୍ଗୱାର ବରଗଡ଼ ଗସ୍ତରେ ଆସିଥିବା ବେଳେ ତାଙ୍କ ଗାଡ଼ି ଉପରକୁ ଆକ୍ରମଣ କରାଯାଇଥିଲା। ବିଜେଡି କର୍ମୀମାନେ ତାଙ୍କୁ କଳାପତାକା ଦେଖାଇବା ସହିତ ତାଙ୍କ ଗାଡ଼ି ଭଙ୍ଗାରୁଜା କରିଥିଲେ।

ଜୁନ୍ ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାର ଆର୍‌ଡିସି ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

Related story