ନବୀନଙ୍କୁ ଜୁଏଲଙ୍କ ଚିଠି: କେନ୍ଦୁପତ୍ର ତୋଳାଳିଙ୍କ ଅଧିକାର ରକ୍ଷା କର

ଭୁବନେଶ୍ୱର: କେନ୍ଦୁପତ୍ର ତୋଳାଳିଙ୍କ ଅଧିକାର ରକ୍ଷା ସହ ସେମାନଙ୍କ ସମସ୍ୟାର ସମାଧାନ ପାଇଁ  ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ୧୯୬୧ ମସିହା ଓଡ଼ିଶା କେନ୍ଦୁ ଲିଭ୍ ଆକ୍ଟର ସଂଶୋଧନ କରି କେନ୍ଦୁପତ୍ରର ସଂଗ୍ରହ ଓ ବିକ୍ରିରେ ଗ୍ରାମସଭାକୁ କ୍ଷମତା ଦେବାକୁ ଲେଖିଛନ୍ତି ଜୁଏଲ। କେନ୍ଦୁପତ୍ର ସହ ୨୯ଟି ଲଘୁଜାତ ବନ୍ୟ ସାମଗ୍ରୀର ସଂଗ୍ରହ ଓ ବିକ୍ରିରେ ଆଦିବାସୀମାନେ ସେମାନଙ୍କ ଅଧିକାରରୁ ବଞ୍ଚିତ ହେଉଛନ୍ତି। ସେହିପରି ଆଦିବାସୀମାନଙ୍କୁ ସରକାର ଜଙ୍ଗଲ ଜମିର ପଟ୍ଟା ଦେଉଥିଲେ ମଧ୍ୟ […]

jual

Rakesh Mallick
  • Published: Monday, 03 July 2017
  • , Updated: 03 July 2017, 10:51 PM IST

ଭୁବନେଶ୍ୱର: କେନ୍ଦୁପତ୍ର ତୋଳାଳିଙ୍କ ଅଧିକାର ରକ୍ଷା ସହ ସେମାନଙ୍କ ସମସ୍ୟାର ସମାଧାନ ପାଇଁ  ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ୧୯୬୧ ମସିହା ଓଡ଼ିଶା କେନ୍ଦୁ ଲିଭ୍ ଆକ୍ଟର ସଂଶୋଧନ କରି କେନ୍ଦୁପତ୍ରର ସଂଗ୍ରହ ଓ ବିକ୍ରିରେ ଗ୍ରାମସଭାକୁ କ୍ଷମତା ଦେବାକୁ ଲେଖିଛନ୍ତି ଜୁଏଲ। କେନ୍ଦୁପତ୍ର ସହ ୨୯ଟି ଲଘୁଜାତ ବନ୍ୟ ସାମଗ୍ରୀର ସଂଗ୍ରହ ଓ ବିକ୍ରିରେ ଆଦିବାସୀମାନେ ସେମାନଙ୍କ ଅଧିକାରରୁ ବଞ୍ଚିତ ହେଉଛନ୍ତି। ସେହିପରି ଆଦିବାସୀମାନଙ୍କୁ ସରକାର ଜଙ୍ଗଲ ଜମିର ପଟ୍ଟା ଦେଉଥିଲେ ମଧ୍ୟ ଜମିର ଦଖଲ ଅଧିକାର ଦେଉନାହାଁନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେବାକୁ ଜୁଏଲ  ଚିଠିରେ ଅନୁରୋଧ କରିଛନ୍ତି।

Related story