ମ୍ୟାଟ୍ରିକ୍‌ ଓଏମ୍‌ଆର୍‌ ଶୀଟ୍‌ ଗାଏବ ଘଟଣାରେ ଦୁଇ ନିଲମ୍ବିତ

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ପଡ଼ିଆ ଏସ୍‌ଏସ୍‌ଡି ହାଇସ୍କୁଲ୍‌ରୁ ମ୍ୟାଟ୍ରିକ୍‌ ପରୀକ୍ଷାର ଗଣିତ ଓଏମ୍‌ଆର୍‌ ଶୀଟ୍‌ ଗାଏବ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପରୀକ୍ଷା କେନ୍ଦ୍ରର ଅଧୀକ୍ଷକ ବିଦ୍ୟୁତ୍‌ କୁମାର ପାତ୍ର ଓ ଉପ-ଅଧୀକ୍ଷକ ଶତ୍ରୁଘ୍ନ ସ୍ୱାଇଁଙ୍କୁ ଜିଲ୍ଲାପାଳ ନିଲମ୍ବନ କରିଛନ୍ତି। ନିଲମ୍ବନ ଆଦେଶ ଆସିବା ପୂର୍ବରୁ ସେମାନଙ୍କ ନାଁରେ ଥାନାରେ ଏତଲା ଦିଆଯାଇଥିଲା। ମାଧ୍ୟମିକ ଶିକ୍ଷା ପରିଷଦର ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ବିଇଓ ପଡ଼ିଆ ଥାନାରେ ଏହି ଦୁଇ ଅଧିକାରୀଙ୍କ ନାଁରେ ଏତଲା ଦେଇଥିଲେ। […]

school

school

Jitendra Garnayak
  • Published: Tuesday, 05 March 2019
  • Updated: 05 March 2019, 10:44 AM IST

Sports

Latest News

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ପଡ଼ିଆ ଏସ୍‌ଏସ୍‌ଡି ହାଇସ୍କୁଲ୍‌ରୁ ମ୍ୟାଟ୍ରିକ୍‌ ପରୀକ୍ଷାର ଗଣିତ ଓଏମ୍‌ଆର୍‌ ଶୀଟ୍‌ ଗାଏବ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ପରୀକ୍ଷା କେନ୍ଦ୍ରର ଅଧୀକ୍ଷକ ବିଦ୍ୟୁତ୍‌ କୁମାର ପାତ୍ର ଓ ଉପ-ଅଧୀକ୍ଷକ ଶତ୍ରୁଘ୍ନ ସ୍ୱାଇଁଙ୍କୁ ଜିଲ୍ଲାପାଳ ନିଲମ୍ବନ କରିଛନ୍ତି। ନିଲମ୍ବନ ଆଦେଶ ଆସିବା ପୂର୍ବରୁ ସେମାନଙ୍କ ନାଁରେ ଥାନାରେ ଏତଲା ଦିଆଯାଇଥିଲା।

ମାଧ୍ୟମିକ ଶିକ୍ଷା ପରିଷଦର ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ବିଇଓ ପଡ଼ିଆ ଥାନାରେ ଏହି ଦୁଇ ଅଧିକାରୀଙ୍କ ନାଁରେ ଏତଲା ଦେଇଥିଲେ। ଏଥିସହ ପରୀକ୍ଷା କେନ୍ଦ୍ରର ନିରୀକ୍ଷକ ଓ ଜଣେ ପିଅନଙ୍କ ନାଁରେ ମଧ୍ୟ ଏତଲା ଦିଆଯାଇଥିଲା। ବୋର୍ଡ ସଭାପତି ଜାହାନ ଆରା ବେଗମ୍ ଏନେଇ ଗତକାଲି ସୂଚନା ଦେଇଥିଲେ। ପୁଲିସ୍‌ ତଦନ୍ତ ସରିବା ପରେ ହିଁ ବୋର୍ଡ ଯାହା କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସେ କହିଥିଲେ।

ଦୁଇ ଦିନ ତଳେ ପଡ଼ିଆ ଏସ୍‌ଏସ୍‌ଡି ହାଇସ୍କୁଲ ପରୀକ୍ଷା କେନ୍ଦ୍ରରୁ ଗଣିତର ୧୦୮ଟି ଓଏମ୍‌ଆର୍‌ ଶୀଟ୍ ଗାଏବ ହୋଇଯାଇଥିଲା। ଶନିବାର ସେହି ସ୍କୁଲ୍‌ରେ ୧୦୮ ପିଲା ପରୀକ୍ଷା ଦେଇଥିଲେ। କିନ୍ତୁ ତା’ପରଦିନ ଅର୍ଥାତ୍ ରବିବାର ସକାଳେ ଓଏମ୍‌ଆର୍‌ ଶୀଟ୍‌ ମିଳି ନଥିଲା।

ଚଳିତବର୍ଷ ପରୀକ୍ଷା ଆରମ୍ଭରୁ ହିଁ ପ୍ରଶ୍ନପତ୍ର ଭାଇରାଲ୍ ଖବର ଆସିଥିଲା। ପ୍ରଥମ ଦିନରେ ମାତୃଭାଷା ଓଡ଼ିଆର ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ବେଳେ ଶନିବାର ଗଣିତ ପ୍ରଶ୍ନପତ୍ରର ‘ସେଟ୍ ଡି’ ଭାଇରାଲ୍ ହୋଇଥିଲା। ପରୀକ୍ଷା ଚାଲିଥିଲା ବେଳେ ବଲାଙ୍ଗିର ଓ କଳାହାଣ୍ଡିରେ ଗଣିତ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିଲା। ଏହି ଘଟଣାରେ ୩ ଜଣଙ୍କୁ ସସ୍ପେଣ୍ଡ୍ କରାଯାଇଥିବା ବେଳେ ସେମାନଙ୍କୁ ଗିରଫ ମଧ୍ୟ କରାଯାଇଥିଲା। ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ୍ ଘଟଣାରେ ମଧ୍ୟ ୮ ଜଣ ଗିରଫ ହୋଇଛନ୍ତି। ହିନ୍ଦୀ ଓ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ୍ ଖବର ବି ଆସିଥିଲା। ତେବେ ସେଗୁଡ଼ିକ ପୁରୁଣା ବର୍ଷର ପ୍ରଶ୍ନପତ୍ର ବୋଲି ଯାଞ୍ଚ ପରେ ଜଣାପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story