ସୁନା ଚୁଡ଼ି ଲୁଟ୍ ଉଦ୍ୟମ, ଇଟାରେ ମହିଳାଙ୍କ ମୁଣ୍ଡକୁ ଛେଚିଦେଲା ଦୁର୍ବୃତ୍ତ

ରାଉରକେଲା(ଓଡ଼ିଶା ରିପୋର୍ଟର)ମହିଳାଙ୍କଠାରୁ ସୁନା ଚୁଡ଼ି ଲୁଟ୍ ଉଦ୍ୟମ । ପ୍ରତିରୋଧ କରିବାରୁ ଆକ୍ରମଣ କଲା ଦୁର୍ବୃତ୍ତ।  ଏଥିରେ ମହିଳା ଜଣକ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।  ରାଉରକେଲାରେ ଇଣ୍ଡୋ ଇଂଲିଶ ସ୍କୁଲ ନିକଟରେ ରହୁଥିବା ନମିତା ଦାସ ନାମକ ଜଣେ ମହିଳା ସହ ଏହି ଘଟଣା ଘଟିଛି। ମହିଳା ଜଣକ ଚାଲି ଚାଲି ଯାଉଥିବା ବେଲେ ଓରାମ ପଡ଼ା ନିକଟରେ ଜଣେ ଦୁର୍ବୃତ୍ତ ବାଇକରେ ଆସି ତାଙ୍କର ସୁନା ଚୁଡ଼ି ଲୁଟି ନେବାକୁ ଉଦ୍ୟମ କରିଥିଲା।  […]

b-99

b-99

Jyoshna Pradhan
  • Published: Sunday, 02 June 2019
  • Updated: 02 June 2019, 06:25 PM IST

Sports

Latest News

ରାଉରକେଲା(ଓଡ଼ିଶା ରିପୋର୍ଟର)ମହିଳାଙ୍କଠାରୁ ସୁନା ଚୁଡ଼ି ଲୁଟ୍ ଉଦ୍ୟମ । ପ୍ରତିରୋଧ କରିବାରୁ ଆକ୍ରମଣ କଲା ଦୁର୍ବୃତ୍ତ।  ଏଥିରେ ମହିଳା ଜଣକ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।  ରାଉରକେଲାରେ ଇଣ୍ଡୋ ଇଂଲିଶ ସ୍କୁଲ ନିକଟରେ ରହୁଥିବା ନମିତା ଦାସ ନାମକ ଜଣେ ମହିଳା ସହ ଏହି ଘଟଣା ଘଟିଛି।

ମହିଳା ଜଣକ ଚାଲି ଚାଲି ଯାଉଥିବା ବେଲେ ଓରାମ ପଡ଼ା ନିକଟରେ ଜଣେ ଦୁର୍ବୃତ୍ତ ବାଇକରେ ଆସି ତାଙ୍କର ସୁନା ଚୁଡ଼ି ଲୁଟି ନେବାକୁ ଉଦ୍ୟମ କରିଥିଲା।  ଏହାର ଦୃଢ଼ ପ୍ରତିରୋଧ କରିଥିଲେ ନମିତା।

ଏହା ପରେ ଦୁର୍ବୃତ୍ତ ଜଣକ ଇଟାରେ ମହିଳାଙ୍କ ମୁଣ୍ଡକୁ ପିଟି ଦେବାରୁ ସେ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ IGH ରେ ଭର୍ତ୍ତି କରାଯାଇଛି। ଉଦିତ ନଗର ପୋଲିସ ଘଟଣାର ଅନୁସନ୍ଧାନ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos