ପୁରୀ ଗଣଦୁଷ୍କର୍ମ ମାମଲା; ୨୦ ଦିନ ଭିତରେ ଚାର୍ଜସିଟ୍

ପୁରୀ(ମଧୁସୂଦନ ମିଶ୍ର): ପୁରୀ ଗଣଦୁଷ୍କର୍ମ ଘଟଣାକୁ ନେଇ ସାରା ରାଜ୍ୟ ହୁଲସ୍ଥୁଲ ହେଉଥିବା ବେଳେ ଏନେଇ ଆଜି କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂହ ସାମ୍ୱାଦିକ ସମ୍ମିଳନୀ କରିଛନ୍ତି। ସେ କହିଛନ୍ତି,“ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ସେଠୀ ଓ ରାଜେଶ ସେଠୀଙ୍କୁ ଗିରଫ କରାଯାଇଛି। ଆଜି ସେମାନଙ୍କୁ କୋର୍ଟଚାଲାଣ କରାଯିବ। ତେବେ ୨୦ ଦିନ ଭିତରେ ଏହି ମାମଲାର ଚାର୍ଜସିଟ୍ କରିବାକୁ ବ୍ୟବସ୍ଥା କରୁଛୁ। ଏହି ଘଟଣାକୁ ସ୍ପେଶାଲ କେସ୍ ଭାବେ ଗ୍ରହଣ କରିଛୁ, ଆଉ […]

puri

puri

Jyoshna Pradhan
  • Published: Tuesday, 03 December 2019
  • Updated: 03 December 2019, 01:31 PM IST

Sports

Latest News

ପୁରୀ(ମଧୁସୂଦନ ମିଶ୍ର): ପୁରୀ ଗଣଦୁଷ୍କର୍ମ ଘଟଣାକୁ ନେଇ ସାରା ରାଜ୍ୟ ହୁଲସ୍ଥୁଲ ହେଉଥିବା ବେଳେ ଏନେଇ ଆଜି କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂହ ସାମ୍ୱାଦିକ ସମ୍ମିଳନୀ କରିଛନ୍ତି। ସେ କହିଛନ୍ତି,“ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ସେଠୀ ଓ ରାଜେଶ ସେଠୀଙ୍କୁ ଗିରଫ କରାଯାଇଛି। ଆଜି ସେମାନଙ୍କୁ କୋର୍ଟଚାଲାଣ କରାଯିବ। ତେବେ ୨୦ ଦିନ ଭିତରେ ଏହି ମାମଲାର ଚାର୍ଜସିଟ୍ କରିବାକୁ ବ୍ୟବସ୍ଥା କରୁଛୁ। ଏହି ଘଟଣାକୁ ସ୍ପେଶାଲ କେସ୍ ଭାବେ ଗ୍ରହଣ କରିଛୁ, ଆଉ ୪ଟି ଟିମ୍ ଗଠନ କରାଯାଇଛି। ଫାଷ୍ଟଟ୍ରାକ୍‌ରେ ବିଚାର କରିବାକୁ ଆମେ କୋର୍ଟରେ ନିବେଦନ କରିବୁ। ସ୍ୱତନ୍ତ୍ର ଓକିଲ ଦେବୁ, ଅଭିଯୁକ୍ତଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା ପାଇଁ ଚେଷ୍ଟା କରିବୁ।”

ସେ ଆହୁରି କହିଛନ୍ତି,“ ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ନାଁରେ ଆଉ ଏକ ମାମଲା ମଧ୍ୟ ରୁଜୁ ହୋଇଛି। ଚାକିରିରେ ନଥାଇ ମଧ୍ୟ ପୁଲିସ୍‌ ପରିଚୟପତ୍ର ବ୍ୟବହାର  ଏକ ଅପରାଧ, ସେନେଇ ମାମଲା ରୁଜୁ ହୋଇଛି। ଦଫା ୩୬୩, ୩୭୬ (ଡିଏ), ୩୯୪ ଏବଂ ୬ ପୋକ୍ସୋ ଆକ୍ଟରେ ମାମଲା ହୋଇଛି। ମାଜିଷ୍ଟ୍ରେଟଙ୍କ ନିକଟରେ ପୀଡ଼ିତାଙ୍କ ୧୬୪ ବୟାନ ରେକର୍ଡ ହୋଇଛି।”

ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ଗତକାଲି ଅପରାହ୍ନ ୨ଟାବେଳେ କାକଟପୁର ଯିବା ଲାଗି ସେ ନିମାପଡ଼ା ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରିଥିଲେ। ଏହି ସମୟରେ ଏକ କାର୍‌ରୁ ଓହ୍ଲାଇ ଜିତେନ୍ଦ୍ର ନିଜକୁ ପୁଲିସ୍‌ ପରିଚୟ ଦେଇଥିଲେ। ଏହାପରେ ପୀଡିତାଙ୍କୁ ଗାଁରେ ଛାଡ଼ି ଦେବାକୁ କହି ଗାଡ଼ିରେ ପୁରୀ ନେଇ ଆସିଥିଲେ। ପରେ ପୁରୀ ଝାଡ଼େଶ୍ୱରୀ କ୍ଲବ୍ ନିକଟ ଏକ ସରକାରୀ କ୍ୱାର୍ଟର୍ସରେ ଅନ୍ୟ ଜଣେ ସହଯୋଗୀଙ୍କ ସହିତ ମିଶି ଗଣଦୁଷ୍କର୍ମ କରିଥିଲେ। ଦୁଇ ଜଣ ତାଙ୍କୁ ଦୁଷ୍କର୍ମ କରିଥିବାବେଳେ ଅନ୍ୟ ଦୁଇ ଜଣ ବାହାରୁ କବାଟ ଦେଇ ପଳାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story