କରୋନା ମୁକାବିଲା ପାଇଁ ରାସାୟନିକ ଜଳ ସ୍ପ୍ରେ, ବଣ୍ଟାଗଲା ରନ୍ଧା ଖାଦ୍ୟ

ରାଉରକେଲା (ପବନ ତିୱାରୀ): ରାଜ୍ୟରେ ପଞ୍ଚମ ‘କରୋନା’ ରୋଗୀ ଚିହ୍ନଟ ହେବା ପରେ ରାଜ୍ୟ ସରକାର ତତ୍ପର ହୋଇଉଠିଛନ୍ତି। ସରକାରଙ୍କ ଗାଇଡ୍‌ଲାଇନ୍‌କୁ ପାଳନ କରିବା ପାଇଁ ଯତ୍ନବାନ ହୋଇଛି ରାଉରକେଲା ମହାନଗର ନିଗମ। ସହରକୁ ‘କରୋନା’ ଜୀବାଣୁ ମୁକ୍ତ କରିବା ପାଇଁ ରାସାୟନିକ ଜଳ ସ୍ପ୍ରେ କରାଯାଇଛି। ଅସହାୟ ଓ ଗରିବ ଲୋକଙ୍କୁ ମାଗଣାରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଇଛି। ଏଥିରେ ବିଭିନ୍ନ ସ୍ୱେଚ୍ଛାସେବୀ ସହଯୋଗର ହାତ ବଢ଼ାଇଛନ୍ତି। ‘କରୋନା’ ମୁକାବିଲା ପାଇଁ ଆଜି ସକାଳେ ଦମକଳ […]

rkl

rkl

Manoranjan Sial
  • Published: Thursday, 02 April 2020
  • Updated: 02 April 2020, 09:38 PM IST

Sports

Latest News

ରାଉରକେଲା (ପବନ ତିୱାରୀ): ରାଜ୍ୟରେ ପଞ୍ଚମ ‘କରୋନା’ ରୋଗୀ ଚିହ୍ନଟ ହେବା ପରେ ରାଜ୍ୟ ସରକାର ତତ୍ପର ହୋଇଉଠିଛନ୍ତି। ସରକାରଙ୍କ ଗାଇଡ୍‌ଲାଇନ୍‌କୁ ପାଳନ କରିବା ପାଇଁ ଯତ୍ନବାନ ହୋଇଛି ରାଉରକେଲା ମହାନଗର ନିଗମ। ସହରକୁ ‘କରୋନା’ ଜୀବାଣୁ ମୁକ୍ତ କରିବା ପାଇଁ ରାସାୟନିକ ଜଳ ସ୍ପ୍ରେ କରାଯାଇଛି। ଅସହାୟ ଓ ଗରିବ ଲୋକଙ୍କୁ ମାଗଣାରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଇଛି। ଏଥିରେ ବିଭିନ୍ନ ସ୍ୱେଚ୍ଛାସେବୀ ସହଯୋଗର ହାତ ବଢ଼ାଇଛନ୍ତି।

‘କରୋନା’ ମୁକାବିଲା ପାଇଁ ଆଜି ସକାଳେ ଦମକଳ ଗାଡ଼ି ସାହାଯ୍ୟରେ ଆମ୍ବେଦକର ଛକରୁ ମେନ ରୋଡ୍‌ ଅଞ୍ଚଳ ପର୍ଯ୍ୟନ୍ତ ରାସାୟନିକ ଜଳ ସିଞ୍ଚନ କରାଯାଇଛି। ଏହାଛଡ଼ା ରାଉରକେଲା ମହାନଗର ନିଗମ ପକ୍ଷରୁ ନିଜସ୍ୱ ଉଦ୍ୟମରେ ସହରର ବିଭିନ୍ନ ଅଞ୍ଚଳରେ ଥିବା ଅସହାୟ ଓ ବାସହୀନଙ୍କ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି। ଛେଣ୍ଡ ମଧୁସୂଦନ ଭବନରେ ସାଗରିକା ୱେଲଫେୟାର ଟ୍ରଷ୍ଟ, କଳିଙ୍ଗ ବୈଶ୍ୟ ଯୁବକ ସଂଘ, ଗୁରୁଦ୍ୱାରା ଶ୍ରୀ ଗୁରୁ ସିଂ ସଭା, ରାଉରକେଲା ପୋଷ୍ଟାଲ ଡିଭିଜନ, ଜଗା ଫାଉଣ୍ଡେସନ ପକ୍ଷରୁ ଖାଦ୍ୟ ବଣ୍ଟନ କରାଯାଇଛି। ସେହିପରି ବ୍ୟକ୍ତିଗତ ଭାବେ ଛେଣ୍ଡର ମାନସ ରଞ୍ଜନ ପରିଡ଼ା, ଗାନ୍ଧି ରୋଡର ରଜତ ବିଶ୍ୱକର୍ମା, ସିଭିଲ୍ ଟାଉନସିପର ଆଭି ଗୁପ୍ତ ପ୍ରମୁଖ ରନ୍ଧା ଖାଦ୍ୟ ଯୋଗାଇ ଦେଇଛନ୍ତି।

ସେହିପରି ରାଉରକେଲା ମହାନଗର ନିଗମ ପକ୍ଷରୁ ଉଭୟ ମଧ୍ୟାହ୍ନ ଓ ରାତ୍ରୀ ଭୋଜନର ବ୍ୟବସ୍ଥା କରାଯାଇଛି। ମୋଟ୍‌ ୫୦୦୦ ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ବିଭିନ୍ନ ଅଞ୍ଚଳରେ ବଣ୍ଟନ କରାଯାଇଛି। ରନ୍ଧା ଖାଦ୍ୟ ପ୍ୟାକିଂ ଓ ବଣ୍ଟନ କରିବା ଲାଗି ସିଭିଲ ଡିଫେନ୍ସ ସମେତ ବିଭିନ୍ନ ସ୍ୱେଚ୍ଛାସେବୀ ସଂସ୍ଥାର ସଦସ୍ୟମାନେ ଏଥିରେ ସହଯୋଗ କରିଛନ୍ତି। ଏଥିନିମନ୍ତେ ମହାନଗର ନିଗମର କମିଶନର ଉକ୍ତ ସଦସ୍ୟମାନଙ୍କୁ ସାଧୁବାଦ ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story