ଛତିଶଗଡ଼ର ଚକ୍ରାନ୍ତ; ଇବ ନଦୀରେ କରୁଛି ଆନିକଟ ନିର୍ମାଣ

ସୁନ୍ଦରଗଡ଼(ବିଜୟ ବରୁଆ):ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାର ଲାଇଫ ଲାଇନ୍‌ କୁହାଯାଉଥିବା ଇବ ନଦୀକୁ ସଂପୁର୍ଣ୍ଣ ଜଳ ଶୂନ୍ୟ କରିଦେବା ପାଇଁ ଛତିଶଗଡ଼ ଚକ୍ରାନ୍ତ କରୁଥିବା ବେଳେ ଚୁପ୍‌ ବସିଛନ୍ତି ରାଜ୍ୟ ସରକାର। ଦାଦାଗିରି ଦେଖାଇ ଛତିଶଗଡ଼ ପ୍ରଥମେ ଇବ୍‌ ନଦୀର ଉପର ମୁଣ୍ଡରେ ଏକ ହାଇଡ୍ରୋ ପାଓ୍ୱାର ପ୍ରୋଜେକ୍ଟ ଏବଂ ତା ତଳକୁ ଏକ ଜଳସେଚନ ପ୍ରକଳ୍ପ କରି ପାଣିକୁ ଅଟକାଇଥିଲା । ଏବେ ପୁଣିଥରେ ସୁନ୍ଦରଗଡ଼ ସୀମାନ୍ତ ସମଡମାଠାରେ ୧୭ କୋଟି ଟଙ୍କା ବ୍ୟୟରେ ଏକ […]

sundar-2-1

sundar-2-1

Niharika Rout
  • Published: Friday, 12 June 2020
  • Updated: 12 June 2020, 02:17 PM IST

Sports

Latest News

ସୁନ୍ଦରଗଡ଼(ବିଜୟ ବରୁଆ):ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାର ଲାଇଫ ଲାଇନ୍‌ କୁହାଯାଉଥିବା ଇବ ନଦୀକୁ ସଂପୁର୍ଣ୍ଣ ଜଳ ଶୂନ୍ୟ କରିଦେବା ପାଇଁ ଛତିଶଗଡ଼ ଚକ୍ରାନ୍ତ କରୁଥିବା ବେଳେ ଚୁପ୍‌ ବସିଛନ୍ତି ରାଜ୍ୟ ସରକାର। ଦାଦାଗିରି ଦେଖାଇ ଛତିଶଗଡ଼ ପ୍ରଥମେ ଇବ୍‌ ନଦୀର ଉପର ମୁଣ୍ଡରେ ଏକ ହାଇଡ୍ରୋ ପାଓ୍ୱାର ପ୍ରୋଜେକ୍ଟ ଏବଂ ତା ତଳକୁ ଏକ ଜଳସେଚନ ପ୍ରକଳ୍ପ କରି ପାଣିକୁ ଅଟକାଇଥିଲା । ଏବେ ପୁଣିଥରେ ସୁନ୍ଦରଗଡ଼ ସୀମାନ୍ତ ସମଡମାଠାରେ ୧୭ କୋଟି ଟଙ୍କା ବ୍ୟୟରେ ଏକ ଆନିକଟ ନିର୍ମାଣ କରୁଛି ଛତିଶଗଡ଼ ।

ଏହି ଆନିକଟରେ ୪୦ଟି ଗେଟ୍ ରହିଥିବା ବେଳେ ତାହାଦ୍ୱାରା ବନ୍ୟା ଜଳର ୯୫ ଦଶମିକ ୮ ପ୍ରତିଶତ ପାଣିକୁ ଅଟକାଇ ପାରିବାର କ୍ଷମତା ରହିଛି । ଏହାକୁ ନେଇ ଚିନ୍ତାରେ ଉଭୟ ଜିଲ୍ଲାର ଶତାଧିକ ଚାଷୀ ଓ ଜନସାଧାରଣ । ଇବ ନଦୀରେ ପାଣି କମିଲେ ଏଠାକାର ଚାଷ ଓ ଜୀବନ ଜୀବିକା ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି । ଏହି ଆନିକଟରେ ବନ୍ୟାଜଳକୁ ଯଦି ଅଟକାଇ ଦିଆଯାଏ, ତାହେଲେ ଏହି ଦୁଇ ଜିଲ୍ଲାରେ ଜଳ ସଙ୍କଟ ଦେଖାଦେବା ଏକ ପ୍ରକାର ନିଶ୍ଚିତ ।

୨୦୧୫ରେ ଏହି ଆନିକଟ ପାଇଁ ଟେଣ୍ଡର ନୋଟିସ ହେବା ପରେ ସୁନ୍ଦରଗଡ଼ ଜନସାଧାରଣ ଏହାର ପ୍ରତିବାଦ କରି ଜିଲ୍ଲା ବନ୍ଦ ଡାକରା ଦେଇଥିଲେ । ତେବେ ପ୍ରଶାସନ ଓ ରାଜ୍ୟ ସରକାର ଏ ଦିଗରେ କୌଣସି ଠୋସ ପଦକ୍ଷେପ ଗ୍ରହଣ କଲେ ନାହିଁ । ଏବେ ସେହି ଆନିକଟ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେବା ପରେ ସୁନ୍ଦରଗଡ଼ ପାଇଁ ବିପଦ ମାଡି ଆସିବାର ଆଶଙ୍କା ସୃଷ୍ଟି ହୋଇଛି ।

ଅନ୍ୟପଟେ ଏହି ପ୍ରକଳ୍ପ ସଂପର୍କରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ନିକଟରେ କୌଣସି ସୂଚନା ନାହିଁ । ଏହା ରାଜ୍ୟ ସ୍ତରୀୟ ଆଲୋଚନାର ବିଷୟ ବୋଲି କହି ଜିଲ୍ଲାପାଳ କୌଣସି ପ୍ରତିକ୍ରିୟା ଦେବା ପାଇଁ ମନା କରିଦେଇଛନ୍ତି । ସେପଟେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ କହିଛନ୍ତି, ରାଜ୍ୟ ସରକାର ଓଡ଼ିଶାର ସ୍ୱାର୍ଥ ପାଇଁ ଛତିଶଗଡ଼ ସରକାର ସହିତ ଆଲୋଚନା କରିବା ଉଚିତ୍  ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story