ମହାନଦୀକୁ ନେଇ ପୁଣି ଖେଳିଲା ଛତିଶଗଡ଼: କିଛି ନକହି ଖୋଲିଲା ଗେଟ୍‌, ବନ୍ୟା ଆଶଙ୍କା

ଭୁବନେଶ୍ୱର: ମହାନଦୀ ପାଣିକୁ ନେଇ ଛତିଶଗଡ଼ ସରକାର ପୁଣି ଖେଳ ଖେଳିଛି। ଅଣମୌସୁମୀରେ ପାଣି ଅଟକାଇ ମୌସୁମୀରେ ଓଡିଶା ସରକାରଙ୍କୁ ନଜଣାଇ ପାଣି ଛାଡିଦେଉଛି। ଛତିଶଗଡର ଏଭଳି ପଦକ୍ଷେପ ଯୋଗୁଁ ବନ୍ୟା ଜଳ ପରିଚାଳନାରେ ସମସ୍ୟା ହେବ। ଖରାଦିନରେ ଶୁଖାଇଲା ପଡ଼ିଥିଲା ମହାନଦୀ। ବର୍ଷାଦିନରେ ଭସାଇବ। ମହାନଦୀ ଉପରେ ମୁଣ୍ଡରେ ଛତିଶଗଡ଼ର ବ୍ୟାରେଜ୍ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇପାରେ। ଓଡ଼ିଶାକୁ ଅନ୍ଧାରରେ ରଖି ଏପରି କରୁଥିବାରୁ ଚିନ୍ତା ବଢ଼ିଛି ଛତିଶଗଡ଼। ବନ୍ୟାଜଳ ପରିଚାଳନା ନେଇ ମେ […]

Gate

Gate

Rakesh Mallick
  • Published: Wednesday, 28 June 2017
  • Updated: 28 June 2017, 10:39 PM IST

Sports

Latest News

ଭୁବନେଶ୍ୱର: ମହାନଦୀ ପାଣିକୁ ନେଇ ଛତିଶଗଡ଼ ସରକାର ପୁଣି ଖେଳ ଖେଳିଛି। ଅଣମୌସୁମୀରେ ପାଣି ଅଟକାଇ ମୌସୁମୀରେ ଓଡିଶା ସରକାରଙ୍କୁ ନଜଣାଇ ପାଣି ଛାଡିଦେଉଛି। ଛତିଶଗଡର ଏଭଳି ପଦକ୍ଷେପ ଯୋଗୁଁ ବନ୍ୟା ଜଳ ପରିଚାଳନାରେ ସମସ୍ୟା ହେବ।

ଖରାଦିନରେ ଶୁଖାଇଲା ପଡ଼ିଥିଲା ମହାନଦୀ। ବର୍ଷାଦିନରେ ଭସାଇବ। ମହାନଦୀ ଉପରେ ମୁଣ୍ଡରେ ଛତିଶଗଡ଼ର ବ୍ୟାରେଜ୍ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇପାରେ। ଓଡ଼ିଶାକୁ ଅନ୍ଧାରରେ ରଖି ଏପରି କରୁଥିବାରୁ ଚିନ୍ତା ବଢ଼ିଛି ଛତିଶଗଡ଼। ବନ୍ୟାଜଳ ପରିଚାଳନା ନେଇ ମେ ୨୨ରେ ଆନ୍ତଃରାଜ୍ୟ ସମନ୍ୱୟ କମିଟି ବୈଠକ ବସିଥିଲା। ଯେଉଁଥିରେ ଉଭୟ ରାଜ୍ୟ ତଥା କେନ୍ଦ୍ର ଜଳ ଆୟୋଗ ବା ସିଡବ୍ଲୁସିର ସଦସ୍ୟ ଯୋଗ ଦେଇଥିଲେ। ସମନ୍ୱୟ ରକ୍ଷା କରି କେମିତି ବନ୍ୟାଜଳ ପରିଚାଳନା କରିବା ତଥା ଜଳ ଛାଡିବା ନେଇ ଛତିଶଗଡ ନିଷ୍ପତ୍ତି ନେଲେ ଓଡିଶା ସହିତ ତଥ୍ୟ ଆଦାନ ପ୍ରଦାନ କରିବାକୁ ଏଥିରେ ସ୍ଥିର ହୋଇଥିଲା। କିନ୍ତୁ ଏହାକୁ  ଖିଲାଫ କରିଛି ଛତିଶଗଡ। ଗତକାଲି କଲାମା ବ୍ୟାରେଜର ୮ଟିକୁ ମିଶାଇ ସମୁଦାୟ ୪୭ଟି ଗେଟ୍ ଖୋଲାଯାଇଛି। ହେଲେ ଓଡିଶାକୁ ଏବାବଦରେ କୌଣସି ସୂଚନା ଦିଆଯାଇନାହିଁ। ଯାହାକୁ ନେଇ ଉଦବେଗ ପ୍ରକାଶ କରିବା ସହ ସିଡବ୍ଲୁସିର ଦ୍ୱାରସ୍ଥା ହେବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର। ଏନେଇ ଜଳସଂପଦ ବିଭାଗ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story