ବଡ଼ ନାଁରେ ପରମିଶନ ଆଣି ବେଦୀରେ ସାନ ଝିଅ, ପହଞ୍ଚିଲା ପୁଲିସ, ଆଉ ତାପରେ...

ରେଢ଼ାଖୋଲ( ରମାକାନ୍ତ ମହାନନ୍ଦ):ବଡ଼ ଝିଅ ପାଇଁ ଅନୁମତି ଆଣି ବେଦୀରେ ସାନ ଝିଅକୁ ବସାଉଥିଲେ। ହେଲେ ଅଧାରୁ ଅଟକିଛି ବିବାହ। ବେଦୀରେ ବସିଥିବା ଝିଅ ନାବାଳିକା ହୋଇଥିବାରୁ ବାହାଘରକୁ ଅଟକାଇଛି ପୁଲିସ। ସମ୍ୱଲପୁର ଜିଲ୍ଲା ନାକଟିଦେଉଳ ଥାନା ବାଟଗାଁ ପଞ୍ଚାୟତ କେଲୋବେର୍ଣ୍ଣୀ ଗାଁରେ ଏମିତି ଘଟଣା ଘଟିଛି । ସୂଚନା ଅନୁଯାୟୀ ବାଟଗାଁ ପଞ୍ଚାୟତ ଜଣେ ବ୍ୟକ୍ତି କୋଭିଡ ଗାଇଲଲାଇନ୍‌ ଅନୁଯାୟୀ ନିଜ ବଡ଼ ଝିଅର ବାହାଘର ପାଇଁ ଅନୁମିତି ଆଣିଥିଲେ। ଏଥିପାଇଁ ବାହାଘର ପାଇଁ ବି […]

MARRIAGE-1

MARRIAGE-1

Tapas Behera
  • Published: Thursday, 02 July 2020
  • Updated: 02 July 2020, 04:52 PM IST

Sports

Latest News

ରେଢ଼ାଖୋଲ( ରମାକାନ୍ତ ମହାନନ୍ଦ):ବଡ଼ ଝିଅ ପାଇଁ ଅନୁମତି ଆଣି ବେଦୀରେ ସାନ ଝିଅକୁ ବସାଉଥିଲେ। ହେଲେ ଅଧାରୁ ଅଟକିଛି ବିବାହ। ବେଦୀରେ ବସିଥିବା ଝିଅ ନାବାଳିକା ହୋଇଥିବାରୁ ବାହାଘରକୁ ଅଟକାଇଛି ପୁଲିସ। ସମ୍ୱଲପୁର ଜିଲ୍ଲା ନାକଟିଦେଉଳ ଥାନା ବାଟଗାଁ ପଞ୍ଚାୟତ କେଲୋବେର୍ଣ୍ଣୀ ଗାଁରେ ଏମିତି ଘଟଣା ଘଟିଛି ।

ସୂଚନା ଅନୁଯାୟୀ ବାଟଗାଁ ପଞ୍ଚାୟତ ଜଣେ ବ୍ୟକ୍ତି କୋଭିଡ ଗାଇଲଲାଇନ୍‌ ଅନୁଯାୟୀ ନିଜ ବଡ଼ ଝିଅର ବାହାଘର ପାଇଁ ଅନୁମିତି ଆଣିଥିଲେ। ଏଥିପାଇଁ ବାହାଘର ପାଇଁ ବି ଆୟୋଜନ ହୋଇଥିଲା। ଆଜି ଖୁବ୍‌ ଧୁମଧାମରେ ପହଁଚିଥିଲା ବରଯାତ୍ରୀ। ହେଲେ ବାହାଘର ପ୍ରସ୍ତୁତ ହେବା ବେଳକୁ ଠିକ ସମୟରେ ପହଁଚିଥିଲା ରେଢ଼ାଖୋଲ ଚାଇଲଡ ଲାଇନ। ପୁଲିସ ଉପସ୍ଥିତିରେ ବଡ଼ଝିଅର ବାହାଘର କରାଯାଉ ବୋଲି  ଟିମ କହିଲା ପରେ ପ୍ରକୃତ କଥା ମାନିଯାଇଥିଲେ ଉଭୟ ବର ଓ କନ୍ୟା ପକ୍ଷ। ବଡ଼ ଝିଅ ବଦଳରେ ପରିବାର ଲୋକେ ନାବାଳିକାକୁ ବିବାହ କରାଉଥିବାରୁ ଏହାକୁ ବନ୍ଦ କରିଥିଲା ପୁଲିସ। ଆଉ ଶେଷରେ ବର ଶିଶୁପାଳ ହୋଇ ଫେରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story