ବୋହୂର ପିଲାପିଲି ପାଇଁ ୭ ବର୍ଷର ଶିଶୁକୁ ବଳି

ବାଲେଶ୍ୱର:(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ନୂଆପୁର ଧଇଁଆ ସାହି ଶିଶୁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ନୂଆଗାଁର ଲକ୍ଷ୍ମୀଧର ମଲ୍ଲିକକୁ ପୁଲିସ ଗିରଫ କରିଛି। ଗିରଫ ପରେ ସେ ଅନ୍ଧବିଶ୍ୱାସ ଯୋଗୁଁ ହତ୍ୟା କରିଥିବା ନେଇ ସ୍ୱୀକାର କରିଛି ବୋଲି ପୋଲିସ କହିଛି। ଧଇଁଆସାହିର ଟିକିଲି ମଲ୍ଲିକଙ୍କ ୭ ବର୍ଷର ପୁଅ ହିମାଂଶୁ ନିଖୋଜ ହୋଇ ଯାଇଥିଲା। ଖୋଜାଖୋଜି କରି ନ ପାଇବାରୁ ଅଜା ରମାକାନ୍ତ ମଲ୍ଲିକ ଗୋପାଳପୁର ଫାଣ୍ଡିରେ ଅଭିଯୋଗ କରିଥିଲେ। ପରଦିନ ୧୪ […]

hh

hh

Tapas Behera
  • Published: Sunday, 20 September 2020
  • Updated: 20 September 2020, 06:12 PM IST

Sports

Latest News

ବାଲେଶ୍ୱର:(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ନୂଆପୁର ଧଇଁଆ ସାହି ଶିଶୁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ନୂଆଗାଁର ଲକ୍ଷ୍ମୀଧର ମଲ୍ଲିକକୁ ପୁଲିସ ଗିରଫ କରିଛି। ଗିରଫ ପରେ ସେ ଅନ୍ଧବିଶ୍ୱାସ ଯୋଗୁଁ ହତ୍ୟା କରିଥିବା ନେଇ ସ୍ୱୀକାର କରିଛି ବୋଲି ପୋଲିସ କହିଛି।

ଧଇଁଆସାହିର ଟିକିଲି ମଲ୍ଲିକଙ୍କ ୭ ବର୍ଷର ପୁଅ ହିମାଂଶୁ ନିଖୋଜ ହୋଇ ଯାଇଥିଲା। ଖୋଜାଖୋଜି କରି ନ ପାଇବାରୁ ଅଜା ରମାକାନ୍ତ ମଲ୍ଲିକ ଗୋପାଳପୁର ଫାଣ୍ଡିରେ ଅଭିଯୋଗ କରିଥିଲେ। ପରଦିନ ୧୪ ତାରିଖରେ ହିମାଂଶୁର ଘରଠାରୁ ୩୦୦ ମିଟର ଦୂର ଏକ ପୋଖରୀରେ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା।

ମୃତଦେହ ଉଦ୍ଧାର ପରେ ହିମାଂଶୁର ବେକକୁ ଗୋଟିଏ ପ୍ଲାଷ୍ଟିକ ରଶିରେ ଭିଡ଼ା ଯାଇଥିବା ଦେଖିବାକୁ ମିଳିଥିଲା।  ତା ଛଡ଼ା ଘରଠାରୁ ଅଧ କିଲୋମିଟର ଦୂରରେ ଥିବା ମଶାଣିରୁ ତାର ରକ୍ତଭିଜା ପୋଷାକ ପଡ଼ିଥିଲା। ତେବେ ପୋଲିସ ତଦନ୍ତ କରି ଲକ୍ଷ୍ମୀଧରକୁ ଗିରଫ କରି ପଚରାଉଚରା କରିଥିଲା।

ହତ୍ୟା କରିଥିବା ନେଇ ସେ ସ୍ୱୀକାର କରିଛି। ବୋହୂର ପିଲାପିଲି ହେଉନଥିବାରୁ ଠାକୁର ତାକୁ ସ୍ୱାପ୍ନାଦେଶ କଲେ ଯେ, ଶିଶୁ ହତ୍ୟା କଲେ ପିଲାପିଲି ହେବ। ସେଥିଲାଗି ସେ ଶିଶୁକୁ ହତ୍ୟା କରିଛି ବୋଲି ମାନିଥିବା ପୋଲିସ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story