ମାଛ ଧରାକୁ ନେଇ ଚିଲିକାରେ ସଂଘର୍ଷ: ୧୬ ଆହତ

ବ୍ରହ୍ମଗିରି: ମାଛ ଧରାକୁ ନେଇ ଆଜି ଚିଲିକାରେ କୁମାରପୁର ଓ ଚନ୍ଦ୍ରପୁଟ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ ଘଟି ଉଭୟ ପକ୍ଷର ୧୬ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ବ୍ରହ୍ମପୁର ଓ ଛତ୍ରପୁର ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି। ସଂଘର୍ଷ ବେଳେ ଉଭୟ ପକ୍ଷରୁ ବୋମା ମାଡ଼ ବି ହୋଇଥିବା ଅଭିଯୋଗ ହୋଇଛି।

chilika

Rakesh Mallick
  • Published: Thursday, 11 August 2016
  • , Updated: 11 August 2016, 02:03 PM IST

ବ୍ରହ୍ମଗିରି: ମାଛ ଧରାକୁ ନେଇ ଆଜି ଚିଲିକାରେ କୁମାରପୁର ଓ ଚନ୍ଦ୍ରପୁଟ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ ଘଟି ଉଭୟ ପକ୍ଷର ୧୬ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ବ୍ରହ୍ମପୁର ଓ ଛତ୍ରପୁର ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି।

ସଂଘର୍ଷ ବେଳେ ଉଭୟ ପକ୍ଷରୁ ବୋମା ମାଡ଼ ବି ହୋଇଥିବା ଅଭିଯୋଗ ହୋଇଛି।

Related story