ଚିଲିକାରେ ପକ୍ଷୀ ଗଣନା ଆରମ୍ଭ

ଚିଲିକା: ଚିଲିକାରେ ଆରମ୍ଭ ହୋଇଛି ପକ୍ଷୀ ଗଣନା। ଏଥିରେ ୨୦ଟି ଟିମ୍‌ ସାମିଲ ହୋଇଛନ୍ତି। ୫ଟି ରେଞ୍ଜରେ ପକ୍ଷୀ ଗଣନା କରାଯାଉଛି। ପକ୍ଷୀ ବିଶେଷଜ୍ଞ, ବନ୍ୟପ୍ରାଣୀ ବିଭାଗ, ଏନ୍‌ଜିଓ ଓ ପକ୍ଷୀ ସୁରକ୍ଷା ସମିତି କର୍ମକର୍ତ୍ତାମାନେ ଏଥିରେ ସାମିଲ ହୋଇଛନ୍ତି। ଚଳିତବର୍ଷ ଚିଲିକାକୁ ୧୬୭ ପ୍ରଜାତିର ପକ୍ଷୀ ଆସିଥିଲେ। ଗତବର୍ଷ ଚିଲିକାକୁ ୮ ଲକ୍ଷ ୫୮ ହଜାର ୮୫୫ ପକ୍ଷୀ ଆସିଥିଲା ବେଳେ ଏବର୍ଷ ୯ ଲକ୍ଷ ୪୭ ହଜାର ୧୧୯ ପକ୍ଷୀ ଆସିଛନ୍ତି।

chilika

Rakesh Mallick
  • Published: Monday, 09 January 2017
  • , Updated: 09 January 2017, 10:13 PM IST

ଚିଲିକା: ଚିଲିକାରେ ଆରମ୍ଭ ହୋଇଛି ପକ୍ଷୀ ଗଣନା। ଏଥିରେ ୨୦ଟି ଟିମ୍‌ ସାମିଲ ହୋଇଛନ୍ତି। ୫ଟି ରେଞ୍ଜରେ ପକ୍ଷୀ ଗଣନା କରାଯାଉଛି। ପକ୍ଷୀ ବିଶେଷଜ୍ଞ, ବନ୍ୟପ୍ରାଣୀ ବିଭାଗ, ଏନ୍‌ଜିଓ ଓ ପକ୍ଷୀ ସୁରକ୍ଷା ସମିତି କର୍ମକର୍ତ୍ତାମାନେ ଏଥିରେ ସାମିଲ ହୋଇଛନ୍ତି।

ଚଳିତବର୍ଷ ଚିଲିକାକୁ ୧୬୭ ପ୍ରଜାତିର ପକ୍ଷୀ ଆସିଥିଲେ। ଗତବର୍ଷ ଚିଲିକାକୁ ୮ ଲକ୍ଷ ୫୮ ହଜାର ୮୫୫ ପକ୍ଷୀ ଆସିଥିଲା ବେଳେ ଏବର୍ଷ ୯ ଲକ୍ଷ ୪୭ ହଜାର ୧୧୯ ପକ୍ଷୀ ଆସିଛନ୍ତି।

Related story