୨୯ରେ ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ କରିବାକୁ ଚିଲିକାରେ ପଶିବେ ମତ୍ସ୍ୟଜୀବୀ

ଖୋର୍ଦ୍ଧା: ଚିଲିକା ବେଆଇନ ଚିଙ୍ଗୁଡି ଘେରିକୁ ନେଇ ମତ୍ସ୍ୟଜୀବୀ ଓ ଅଣମତ୍ସ୍ୟଜୀବୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଦେଖା ଦେଇଛି। ଘେରି ଉଚ୍ଛେଦ ପାଇଁ ଆସନ୍ତା ୨୯ ତାରିଖରେ ହଜାର ହଜାର ମତ୍ସ୍ୟଜୀବୀ ଚିଲିକାରେ ପଶିବାକୁ ଚେତାବନୀ ଦେଇଛନ୍ତି। ଏହାସହ ଆଜିଠାରୁ ମାଛଧରା ମଧ୍ୟ ବନ୍ଦ ରଖିଛନ୍ତି। ବେଆଇନ ଘେରି ପ୍ରତିବାଦରେ ମାଛ ଧରା ବନ୍ଦ କରିବାକୁ ମତ୍ସ୍ୟଜୀବୀ ମହାସଂଘ ନିଷ୍ପତ୍ତି ନେବା ପରେ ଆଜି ଗୋଟିଏ ବି ଡଙ୍ଗା ଚିଲିକା ଭିତରକୁ ଯାଇ ନ ଥିଲା। ଚିଲିକା […]

chilika

chilika

Rakesh Mallick
  • Published: Wednesday, 27 April 2016
  • Updated: 27 April 2016, 05:38 PM IST

Sports

Latest News

ଖୋର୍ଦ୍ଧା: ଚିଲିକା ବେଆଇନ ଚିଙ୍ଗୁଡି ଘେରିକୁ ନେଇ ମତ୍ସ୍ୟଜୀବୀ ଓ ଅଣମତ୍ସ୍ୟଜୀବୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଦେଖା ଦେଇଛି। ଘେରି ଉଚ୍ଛେଦ ପାଇଁ ଆସନ୍ତା ୨୯ ତାରିଖରେ ହଜାର ହଜାର ମତ୍ସ୍ୟଜୀବୀ ଚିଲିକାରେ ପଶିବାକୁ ଚେତାବନୀ ଦେଇଛନ୍ତି। ଏହାସହ ଆଜିଠାରୁ ମାଛଧରା ମଧ୍ୟ ବନ୍ଦ ରଖିଛନ୍ତି।

ବେଆଇନ ଘେରି ପ୍ରତିବାଦରେ ମାଛ ଧରା ବନ୍ଦ କରିବାକୁ ମତ୍ସ୍ୟଜୀବୀ ମହାସଂଘ ନିଷ୍ପତ୍ତି ନେବା ପରେ ଆଜି ଗୋଟିଏ ବି ଡଙ୍ଗା ଚିଲିକା ଭିତରକୁ ଯାଇ ନ ଥିଲା।

ଚିଲିକା ମତ୍ସ୍ୟଜୀବୀ ମହାସଂଘ ସାଧାରଣ ସମ୍ପାଦକ କହିଛନ୍ତି, “୧୧,୦୦୦ ବର୍ଗ କି.ମି. ଚିଲିକାର ଅଧାରୁ ଅଧିକ ଅଞ୍ଚଳ ଏବେ ଚିଙ୍ଗୁଡି ମାଫିଆଙ୍କ କବଜାରେ। ବାରମ୍ବରା ସେମାନେ ପାରମ୍ପାରିକ ମତ୍ସ୍ୟଜୀବୀଙ୍କୁ ଆକ୍ରମଣ କରୁଛନ୍ତି। ପ୍ରଶାସନକୁ ବାରମ୍ବାର ଜଣାଇଲେ ବି କିଛି ଲାଭ ହେଉନାହିଁ। ତେଣୁ ନିଜେ ଏ ବେଆଇନ ଘେରି ଉଠାଇବା ବାହାରିଛୁ।”

ପ୍ରଶାସନ ପକ୍ଷରୁ ଶୀଘ୍ର ବେଆଇନ ଘେରି ଉଚ୍ଛେଦ କରାଯିବ ବୋଲି କୁହାଯିବା ସହ ଆଇନକୁ ହାତକୁ ନ ନେବାକୁ ଅନୁରୋଧ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story