ଡୋରି ଲଗାଇଲା ଜଗା: ବାଇକ୍‌ରେ ଫୁଲ, ତୁଳସୀ ଧରି ଶ୍ରୀକ୍ଷେତ୍ରରେ ପହଞ୍ଚିଲେ ଚିଣ୍ଟୁବାବା

ପୁରୀ (ମଧୁସୂଦନ ମିଶ୍ର): ଲକ୍‌ଡାଉନ୍‌ ବେଳେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ପାଖରେ ଫୁଲ ଓ ତୁଳସୀର ଅଭାବ ରହିଛି। ଏହା ଶୁଣିବା ପରେ ମୋ’ ଆଖିରୁ ଦି’ ଟୋପା ଲୁହ ବୋହିଗଲା। ହେ ପ୍ରଭୁ ଜଗତର ନାଥ ଜଗନ୍ନାଥ ଆପଣଙ୍କର ତୁଳସୀ ଅଭାବ ରହିଛି!! ମୁଁ କେମିତି ଶ୍ରୀକ୍ଷେତ୍ରରେ ପହଞ୍ଚାଇବି ଫୁଲ ଓ ତୁଳସୀ? ଏହି କଥା ଭାବି ଭାବି ରାତି ପାହିଲା। ତା’ପର ଦିନ ଜିଲ୍ଲାପାଳଙ୍କଠାରୁ ଅନୁମତି ନେଇ ଢେଙ୍କାନାଳରୁ ବାଇକ୍‌ରେ ଫୁଲ ଓ ତୁଳସୀ ଧରି […]

puri-jagannath

puri-jagannath

Manoranjan Sial
  • Published: Wednesday, 15 April 2020
  • Updated: 15 April 2020, 05:13 PM IST

Sports

Latest News

ପୁରୀ (ମଧୁସୂଦନ ମିଶ୍ର): ଲକ୍‌ଡାଉନ୍‌ ବେଳେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ପାଖରେ ଫୁଲ ଓ ତୁଳସୀର ଅଭାବ ରହିଛି। ଏହା ଶୁଣିବା ପରେ ମୋ’ ଆଖିରୁ ଦି’ ଟୋପା ଲୁହ ବୋହିଗଲା। ହେ ପ୍ରଭୁ ଜଗତର ନାଥ ଜଗନ୍ନାଥ ଆପଣଙ୍କର ତୁଳସୀ ଅଭାବ ରହିଛି!! ମୁଁ କେମିତି ଶ୍ରୀକ୍ଷେତ୍ରରେ ପହଞ୍ଚାଇବି ଫୁଲ ଓ ତୁଳସୀ? ଏହି କଥା ଭାବି ଭାବି ରାତି ପାହିଲା। ତା’ପର ଦିନ ଜିଲ୍ଲାପାଳଙ୍କଠାରୁ ଅନୁମତି ନେଇ ଢେଙ୍କାନାଳରୁ ବାଇକ୍‌ରେ ଫୁଲ ଓ ତୁଳସୀ ଧରି ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି ଚିଣ୍ଟୁ ବାବା। ସେ ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାରରେ ପହଞ୍ଚି ଫୁଲ, ତୁଳସୀ ଓ ଅନ୍ୟାନ୍ୟ ପୂଜା ସାମଗ୍ରୀ ସେବାୟତଙ୍କୁ ପ୍ରଦାନ କରିଛନ୍ତି। ଅନୁମତି ମିଳିଲେ ଲକ୍‌ଡାଉନ୍‌ ପର୍ଯ୍ୟନ୍ତ ଏମିତି ସାମଗ୍ରୀ ପଠାଇବେ ଲୋତକଭରା କଣ୍ଠରେ କହିଛନ୍ତି ଚିଣ୍ଟୁବାବା।

ସେ କହିଛନ୍ତି-“ମହାପ୍ରଭୁଙ୍କ ପାଖରେ ଫୁଲ ଓ ତୁଳସୀର ଅଭାବ ରହିଥିବା ଜାଣିବାକୁ ପାଇଥିଲି। ଏହା ମୋତେ ଭାରି ମର୍ମାହତ କରିଥିଲା। ଫୁଲ ଓ ତୁଳସୀ ନେଇ ଶ୍ରୀକ୍ଷେତ୍ର ଯିବାକୁ ମନସ୍ତ କଲି। ହେଲେ କରୋନା ପାଇଁ ଦିଆଯାଇଥିବା ଲକ୍‌ଡାଉନ୍‌ ଯୋଗୁ ଅନୁମତି ମିଳୁନଥିଲା। ସବୁଆଡୁ ନିରାଶ ହେବା ପରେ ମହାପ୍ରଭୁଙ୍କ ନାଁ ଧରି ଜିଲ୍ଲାପାଳଙ୍କ ପାଖରେ ଦରଖାସ୍ତ କଲି। ଜିଲ୍ଲାପାଳ ମୋର ଗୁହାରି ଶୁଣି ଯୁବାକୁ ଅନୁମତି ଦେଲେ। ଏଥିପାଇଁ ଗୋଟିଏ ପାସ୍‌ ମୋତେ ପ୍ରଦାନ କଲେ। ଯାହାର ବଳରେ ବାଇକ୍‌ରେ ଫୁଲ ଓ ତୁଳସୀ ଧରି ଶ୍ରୀକ୍ଷେତ୍ରରେ ପହଞ୍ଚିଲି। ଲକ୍‌ଡାଉନ୍‌ ସରିବା ପର୍ଯ୍ୟନ୍ତ ମୁଁ ସବୁଦିନ ଏହି ସବୁ ସାମଗ୍ରୀ ପଠାଇବା ପାଇଁ ଚେଷ୍ଟା କରିବି।”

ଜଣେ ସେବାୟତଙ୍କ କହିବା ଅନୁସାରେ ଚିଣ୍ଟୁବାବା ପ୍ରଥମ ଥର ପାଇଁ ଏମିତି ଦେଇନାହାନ୍ତି। ୨୦୧୪ ମସିହା ସେ ଶ୍ରୀମନ୍ଦିରକୁ ଫୁଲ, ତୁଳସୀ ଓ ପନିପରିବା ପ୍ରଦାନ କରିଥିଲେ। ବାତ୍ୟା ‘ଫୋନି’ ସମୟରେ ସେ ଶ୍ରୀକ୍ଷେତ୍ର ଆସି ସହଯୋଗ କରିଥିଲେ।

ସୂଚନାରୁ ପ୍ରକାଶ, ‘କରୋନା’ ଯୋଗୁ କେନ୍ଦ୍ର ସରକାର ପ୍ରଥମେ ୨୧ ଦିନର ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ଯାହାଫଳରେ ସେବାୟତମାନେ ଫୁଲ, ତୁଳସୀ ଓ ଅନ୍ୟାନ୍ୟ ସାମଗୀ ସଂଗ୍ରହ କରିବାରେ ବହୁ ଅସୁବିଧା ସୃଷ୍ଟି ହେଉଥିଲା। ସେବାୟତଙ୍କୁ ନାନା ହଇରାଣରେ ସମ୍ମୁଖୀନ ହେବାକୁ ପଡ଼ୁଥିଲା। ଯେଉଁଥିପାଇଁ ଶ୍ରୀମନ୍ଦିରରେ ଫୁଲ ଓ ତୁଳସୀର ଅଭାବ ଦେଖାଦେଇଥିଲା। ଏନେଇ ଖବର ପ୍ରକାଶ ପାଇବା ପରେ କିଛି ମାତ୍ରାରେ ସମସ୍ୟା ସମାଧାନ ହୋଇଛି। ପୁଲିସ ଉପସ୍ଥିତିରେ ସେବାୟତମାନେ ଫୁଲ ଓ ତୁଳସୀ ସଂଗ୍ରହ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story