ଅର୍ଥତତ୍ତ୍ୱ ଚିଟଫଣ୍ଡ ଠକେଇ: ପ୍ରଭାତଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ଭୁବନେଶ୍ୱର: ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ସୁପ୍ରିମକୋର୍ଟ ନୋଟିସ୍ ଜାରି କରିଛନ୍ତି। ଅର୍ଥତତ୍ତ୍ୱ ଟିଟଫଣ୍ଡ ମାମଲାରେ ପ୍ରଭାତଙ୍କୁ ହାଇକୋର୍ଟରୁ ମିଳିଥିବା ଜାମିନକୁ ଖାରଜ କରିବା ପାଇଁ ସିବିଆଇ ସୁପ୍ରିମକୋର୍ଟରେ ସ୍ପେଶାଲ ଲିଭ୍ ପିଟିସନ୍ ଦାଖଲ କରିଥିଲା। ଏହା ଉପରେ ଶୁଣାଣି କରି ବିଧାୟକ ତ୍ରିପାଠୀଙ୍କୁ ଏହି ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ। ସିବିଆଇର ଚାର୍ଜସିଟ୍ ଅନୁଯାୟୀ ପ୍ରଭାତ ଅର୍ଥତତ୍ତ୍ୱ ସଂସ୍ଥାଠାରୁ ୪୦ଲକ୍ଷ ଟଙ୍କା ନେଇଛନ୍ତି। ଗତ ମାର୍ଚ୍ଚ ୩ ତାରିଖରେ ତାଙ୍କୁ ହାଇକୋର୍ଟରୁ ଜାମିନ ମିଳିଥିଲା। ତେବେ […]

prabhat-tripathy

Rakesh Mallick
  • Published: Thursday, 24 December 2015
  • , Updated: 24 December 2015, 03:46 PM IST

ଭୁବନେଶ୍ୱର: ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ସୁପ୍ରିମକୋର୍ଟ ନୋଟିସ୍ ଜାରି କରିଛନ୍ତି। ଅର୍ଥତତ୍ତ୍ୱ ଟିଟଫଣ୍ଡ ମାମଲାରେ ପ୍ରଭାତଙ୍କୁ ହାଇକୋର୍ଟରୁ ମିଳିଥିବା ଜାମିନକୁ ଖାରଜ କରିବା ପାଇଁ ସିବିଆଇ ସୁପ୍ରିମକୋର୍ଟରେ ସ୍ପେଶାଲ ଲିଭ୍ ପିଟିସନ୍ ଦାଖଲ କରିଥିଲା। ଏହା ଉପରେ ଶୁଣାଣି କରି ବିଧାୟକ ତ୍ରିପାଠୀଙ୍କୁ ଏହି ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ।

ସିବିଆଇର ଚାର୍ଜସିଟ୍ ଅନୁଯାୟୀ ପ୍ରଭାତ ଅର୍ଥତତ୍ତ୍ୱ ସଂସ୍ଥାଠାରୁ ୪୦ଲକ୍ଷ ଟଙ୍କା ନେଇଛନ୍ତି।

ଗତ ମାର୍ଚ୍ଚ ୩ ତାରିଖରେ ତାଙ୍କୁ ହାଇକୋର୍ଟରୁ ଜାମିନ ମିଳିଥିଲା। ତେବେ ଏହି ଜାମିନକୁ ଖାରଜ କରିବା ପାଇଁ ସିବିଆଇ ସୁପ୍ରିମକୋର୍ଟରେ ଏସ୍ଏଲପି ଦାଖଲ କରିଥିଲା।

Related story