ଚିଟଫଣ୍ଡ କ୍ଷତିଗ୍ରସ୍ତ କେମିତି ଫେରି ପାଇବେ ଟଙ୍କା: ସୁନ୍ଦରଗଡ଼ରୁ ଆରମ୍ଭ ହେଲା ପ୍ରକ୍ରିୟା

ରାଉରକେଲା: ରୋଜଭ୍ୟାଲି ଅର୍ଥ ହଡପ ମାମଲାରେ ଜମାକାରୀଙ୍କୁ ଟଙ୍କା ଫେରାଇବା ଲାଗି ପ୍ରୟାସ ଆରମ୍ଭ ହୋଇଛି। ସରକାରଙ୍କର ନିର୍ଦ୍ଦେଶ କ୍ରମେ ରାଉରକେଲା ଆଇଟିଡିଏ ହଲରେ ଏକ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଛି। ସୁନ୍ଦରଗଡ ଏଡିଏମ୍ ରବୀନ୍ଦ୍ର ନାଥ ମିଶ୍ରଙ୍କର ଅଧ୍ୟକ୍ଷତାରେ ଶିବିର ଆରମ୍ଭ ହୋଇଛ। ଏଥିରେ ସୁନ୍ଦରଗଡ ଜିଲ୍ଲାର ୧୮ ହଜାର ଜମାକାରୀଙ୍କୁ ଚିହ୍ନଟ କରାଯିବା ସହ ସେମାନଙ୍କର ପରିଚୟ ପତ୍ର ମଧ୍ୟ ଯାଞ୍ଚ କରାଯିବ। ଶିବିରରେ ବିଭିନ୍ନ ଥାନା ଅଧିକାରୀ, ଆରଆଇ, ରାଜସ୍ୱ ଅଧିକାରୀ, ବ୍ଲକ […]

jspur

Rakesh Mallick
  • Published: Tuesday, 02 May 2017
  • , Updated: 02 May 2017, 02:59 PM IST

ରାଉରକେଲା: ରୋଜଭ୍ୟାଲି ଅର୍ଥ ହଡପ ମାମଲାରେ ଜମାକାରୀଙ୍କୁ ଟଙ୍କା ଫେରାଇବା ଲାଗି ପ୍ରୟାସ ଆରମ୍ଭ ହୋଇଛି। ସରକାରଙ୍କର ନିର୍ଦ୍ଦେଶ କ୍ରମେ ରାଉରକେଲା ଆଇଟିଡିଏ ହଲରେ ଏକ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଛି। ସୁନ୍ଦରଗଡ ଏଡିଏମ୍ ରବୀନ୍ଦ୍ର ନାଥ ମିଶ୍ରଙ୍କର ଅଧ୍ୟକ୍ଷତାରେ ଶିବିର ଆରମ୍ଭ ହୋଇଛ। ଏଥିରେ ସୁନ୍ଦରଗଡ ଜିଲ୍ଲାର ୧୮ ହଜାର ଜମାକାରୀଙ୍କୁ ଚିହ୍ନଟ କରାଯିବା ସହ ସେମାନଙ୍କର ପରିଚୟ ପତ୍ର ମଧ୍ୟ ଯାଞ୍ଚ କରାଯିବ।

ଶିବିରରେ ବିଭିନ୍ନ ଥାନା ଅଧିକାରୀ, ଆରଆଇ, ରାଜସ୍ୱ ଅଧିକାରୀ, ବ୍ଲକ ଅଧିକାରୀମାନେ ଯୋଗଦେଇ ଯାଞ୍ଚ ପ୍ରକ୍ରିୟା ବାବଦରେ ପ୍ରଶିକ୍ଷଣ ନେଇଛନ୍ତି।

Related story